ETV Bharat / city

ରାଉରକେଲାରେ ପଲସର ଆତଙ୍କ, ଲୁଟିଲେ 6 ଲକ୍ଷ 50 ହଜାର

author img

By

Published : Sep 23, 2019, 2:11 PM IST

ଉଦିତନଗରରେ ଲୁଟ୍ । ଠିକା କମ୍ପାନୀର କର୍ମଚାରୀ ରଞ୍ଜନ କୁମାର ଧଳ ଷ୍ଟେଟ ବ୍ୟାଙ୍କରୁ 6 ଲକ୍ଷ 50 ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ରାଉରକେଲା: ଉଦିତନଗରରେ ଲୁଟ୍ । ଠିକା କମ୍ପାନୀର କର୍ମଚାରୀ ରଞ୍ଜନ କୁମାର ଧଳ ଷ୍ଟେଟ ବ୍ୟାଙ୍କରୁ 6 ଲକ୍ଷ 50 ହଜାର ଟଙ୍କା ଉଠାଇ ବାଇକରେ ଯାଉଥିଲେ । ରାଉରକେଲା ମ୍ୟୁନିସିପାଲ କର୍ପୋରେସନ କାର୍ଯ୍ୟାଳୟ ସମ୍ମୁଖରେ ଦୁଇଜଣ ପଲସର ବାଇକରେ ଆସି ଟଙ୍କା ବ୍ୟାଗ ଛଡାଇ ନେଇ ପଳାଇଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ଲୁଟେରାମାନେ ପଳାଇବାବେଳେ ସେମାନଙ୍କୁ ଧରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଏବେ ଉଦିତ ନଗର ଥାନା ପୋଲିସ ବ୍ୟାଙ୍କର ସିସିଟିଭି କ୍ୟାମେରାକୁ ଯାଞ୍ଚ କରି ତଦନ୍ତ କରୁଛି । ଏପର୍ଯ୍ୟନ୍ତ ଲୁଟେରାଙ୍କ କୌଣସି ସୁରାକ୍ ମିଳିନଥିବା ବେଳେ ପୋଲିସ କେତେ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ଉଦିତନଗର ଷ୍ଟେଟବ୍ୟାଙ୍କ ରୁ 6 ଲକ୍ଷ 50 ହଜାର ଟଙ୍କା ଉଠାଇ ଠିକା କମ୍ପାନୀର ଜଣେ କର୍ମଚାରୀ ରଞ୍ଜନ କୁମାର ଧଳ ବାଇକ ର ଅନ୍ୟ ଜଣେ ବନ୍ଧୁ ଙ୍କ ସହ ଯାଉଥିବା ବେଳେ ରାଉରକେଲା ମୁନିସିପଲ କର୍ପୋରେସନ କାର୍ଯ୍ୟାଳୟ ସମ୍ମୁଖରେ ଦୁଇଜଣ ପଲସର ବାଇକ ରେ ଆସି ଟଙ୍କା ବ୍ୟାଗ ଛଡାଇ ନେଇ ପଳାଇଥିଲେ ।
Body: ଲୁଟେରା ମାନେ ପଳେଇବା ବେଳେ ସେମାନଙ୍କୁ ଧରିବକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଏବେ ଉଦିତ ନଗର ଥାନା ପୋଲିସ ବ୍ୟାଙ୍କ ର ସିସି ଟିଭି କ୍ୟାମେରା କୁ ଯାଞ୍ଚ କରି ତଦନ୍ତ କରୁଛି ।Conclusion: ଏପର୍ଯ୍ୟନ୍ତ ଲୁଟେରା ଙ୍କ କୌଣସି ସୁରାଗ ମିଳିନଥିବା ବେଳେ ପୋଲିସ କେତେଜଣ ସନ୍ଦିଗ୍ଧ ଙ୍କୁ ପଚରା ଉଚୁରା କରୁଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.