ETV Bharat / city

ମହାପ୍ରଭୁଙ୍କ ଚନ୍ଦନଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଦୁଇ ଚାପଡଙ୍ଗା ପ୍ରସ୍ତୁତ

ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ଦୁଇ ଚାପ ଡଙ୍ଗା ନନ୍ଦା ଓ ଭଦ୍ରା ପ୍ରସ୍ତୁତ ରହିଛି । ଖାଲି ଅପେକ୍ଷା ମହାପ୍ରଭୁଙ୍କ ଆଗମନକୁ । ଅଧିକ ପଢ଼ନ୍ତୁ

ମହାପ୍ରଭୁଙ୍କ ଚନ୍ଦନଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଦୁଇ ଚାପଡଙ୍ଗା ପ୍ରସ୍ତୁତ
ମହାପ୍ରଭୁଙ୍କ ଚନ୍ଦନଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଦୁଇ ଚାପଡଙ୍ଗା ପ୍ରସ୍ତୁତ
author img

By

Published : May 3, 2022, 2:18 PM IST

ପୁରୀ: ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ଦୁଇ ଚାପ ଡଙ୍ଗା ନନ୍ଦା ଓ ଭଦ୍ରା ପ୍ରସ୍ତୁତ ରହିଛି । ଖାଲି ଅପେକ୍ଷା ମହାପ୍ରଭୁଙ୍କ ଆଗମନକୁ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ଆଜି ଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବ । ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଅତି ସୁନ୍ଦର ଭାବରେ ସଜା ଯାଇଛି ।

ମହାପ୍ରଭୁଙ୍କ ଚନ୍ଦନଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଦୁଇ ଚାପଡଙ୍ଗା ପ୍ରସ୍ତୁତ

ସେପଟେ ଚନ୍ଦନ ଯାତ୍ରାକୁ ନେଇ ଭକ୍ତବୃନ୍ଦ ଉଲ୍ଲସିତ ଅଛନ୍ତି । ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁଁ ବିନା ଭକ୍ତରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥିଲା । କିନ୍ତୁ ଚଳିତ ବର୍ଷ କୋଭିଡ ପ୍ରକୋପ କମିବା ପରେ ଭକ୍ତଙ୍କୁ ଚନ୍ଦନ ଯାତ୍ରାରେ ସାମିଲ ହେବାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି । ଆଜ୍ଞାମାଳ ଆସିବା ପରେ ସନ୍ଧ୍ୟା ବେଳେ ମହାପ୍ରଭୁଙ୍କ ଚାପ ଖେଳ ଅନୁଷ୍ଠିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.