ETV Bharat / city

ଜାତୀୟସ୍ତରରେ ସ୍ଵଚ୍ଛ ସର୍ବେକ୍ଷଣ, ୨୫୬ତମ ସ୍ଥାନରେ ପୁରୀ ପୌରପାଳିକା - ସ୍ବଚ୍ଛ ସର୍ବେକ୍ଷଣ

ଜାତୀୟସ୍ତରରେ ସ୍ବଚ୍ଛ ସର୍ବେକ୍ଷଣରେ ପୁରୀ ପୌରପାଳିକା ଗତ ବର୍ଷର ୩୩୯ ସ୍ଥାନରୁ ଉନ୍ନୀତ ହୋଇ ଏବର୍ଷ ୨୫୬ ସ୍ଥାନ ହାସଲ କରିଛି ।

ଜାତୀୟସ୍ତରରେ ସ୍ଵଚ୍ଛ ସର୍ବେକ୍ଷଣ, ପୁରୀ ପୌରପାଳିକା ୨୫୬ ସ୍ଥାନରେ

author img

By

Published : Aug 21, 2020, 2:40 PM IST

ପୁରୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟସ୍ତରରେ ସ୍ବଚ୍ଛ ସର୍ବେକ୍ଷଣରେ ପୁରୀ ପୌରପାଳିକା ଗତ ବର୍ଷର ୩୩୯ ସ୍ଥାନରୁ ଉନ୍ନୀତ ହୋଇ ଏବର୍ଷ ୨୫୬ ସ୍ଥାନ ହାସଲ କରିଛି । ୧ ଲକ୍ଷ ରୁ ୧୦ ଲକ୍ଷ ଜନସଂଖ୍ୟା ଥିବା ୫୦୦ ସହର ଏହି ସର୍ବେକ୍ଷଣରେ ଅନ୍ତର୍ଭୁକ୍ତ ହୋଇଥିଲା ।

ଜାତୀୟସ୍ତରରେ ସ୍ଵଚ୍ଛ ସର୍ବେକ୍ଷଣ, ପୁରୀ ପୌରପାଳିକା ୨୫୬ ସ୍ଥାନରେ
ଜାତୀୟସ୍ତରରେ ସ୍ଵଚ୍ଛ ସର୍ବେକ୍ଷଣ, ପୁରୀ ପୌରପାଳିକା ୨୫୬ ସ୍ଥାନରେ

ସେହିପରି ୨୫,୦୦୦ ପର୍ଯ୍ୟନ୍ତ ଜନସଂଖ୍ୟା ଥିବା ସହର ମଧ୍ୟରେ କୋଣାର୍କ NAC ୧୬୧ , ପିପିଲି NAC ୧୬୩ ଏବଂ ନିମାପଡା NAC ୧୭୯ ସ୍ଥାନ ହାସଲ କରିଛନ୍ତି । ଗତବର୍ଷ ଏହି ତିନି NACର ସ୍ଥାନ ଯଥାକ୍ରମେ ୩୧୧, ୨୩୫ ଏବଂ ୨୩୭ ଥିଲା । କୋଣାର୍କ NAC ଓଡିଶାରେ ପ୍ରଥମ NAC ଭାବରେ ସ୍ଥାନିତ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.