ETV Bharat / city

ଏଥର ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା, ଶ୍ରୀଜିଉଙ୍କ ଦର୍ଶନ ସାନିଧ୍ୟ ପାଇବେ ଶ୍ରଦ୍ଧାଳୁ

author img

By

Published : May 19, 2022, 12:34 PM IST

Updated : May 19, 2022, 4:22 PM IST

ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା । ହାତୀବେଶ ପୂର୍ବରୁ ସ୍ନାନ ମଣ୍ଡପ ତଳେ ମିଳିବ ମହାପ୍ରଭୁଙ୍କ ଦର୍ଶନ । ଅଧିକ ପଢନ୍ତୁ

ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ

ପୁରୀ: ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକ ପରେ ଏହି ସୂଚନା ଦିଆଯାଇଛି । ଭକ୍ତମାନେ ପୂର୍ବରୁ ଯେଭଳି ସ୍ନାନବେଦୀ ତଳ ରାସ୍ତା ଦେଇ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ ସେହିଭଳି ଚଳିତ ବର୍ଷ ଦର୍ଶନ କରିବେ । ହାତୀବେଶ ପରେ ଭକ୍ତ ସ୍ନାନବେଦୀ ଉପରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । କିନ୍ତୁ ଶ୍ରୀବିଗ୍ରହମନଙ୍କୁ ସ୍ପର୍ଶ କରିପାରିବେ ନାହିଁ । ସେହିପରି ଯଦି ଚଳିତ ବର୍ଷ କୋଭିଡର ପ୍ରଭାବ ନ ରହେ ତାହାହେଲେ ଭକ୍ତ ଗହଣରେ ରଥଯାତ୍ରା ନେଇ ଚିନ୍ତା କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୂଚନା ଦେଇଛନ୍ତି ।

ଏଥର ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା, ଶ୍ରୀଜିଉଙ୍କ ଦର୍ଶନ ସାନିଧ୍ୟ ପାଇବେ ଶ୍ରଦ୍ଧାଳୁ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 19, 2022, 4:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.