ETV Bharat / city

ବାଲୁକା କଳାରେ 'World Hepatitis Day' ଶୁଭେଚ୍ଛା

author img

By

Published : Jul 27, 2021, 10:55 PM IST

'World Hepatitis Day' ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ତିଆରି କଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ । ଅଧିକ ପଢନ୍ତୁ...

'World Hepatitis Day' ଉପଲକ୍ଷେ ବେଳାଭୂମିରେ ବାଲୁକା କଳା

ପୁରୀ: 'World Hepatitis Day' ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ World Hepatitis Day ଉପଲକ୍ଷେ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏ ବର୍ଷର ଥିମ "Hepatitis can't wait"କୁ ଆଧାର କରି ସେ ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ସେ ପୃଥିବୀର ଚିତ୍ରଣ କରିଛନ୍ତି ।

ଆମ ଯକୃତର ସୁରକ୍ଷା, ଆମ ସ୍ୱାସ୍ଥ୍ୟର ସୁରକ୍ଷା ଆମ ନିଜ ହାତରେ । ଆମେ ସମସ୍ତ ନିୟମାବଳୀକୁ ଠିକ ରୂପେ ପାଳନ କଲେ Hepatitis ରୋଗ ଠାରୁ ଦୂରେଇ ରହିପାରିବ । ମାନସ ସାହୁ ଏହି ବାଲୁକା କଳା ଜରିଆରେ 'Protect Yourself From Hepatitis' ଏବଂ 'World Hepatitis Day'ର ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା କଳା ନିର୍ମାଣ କରିବାକୁ ମାନସଙ୍କୁ 7ଘଣ୍ଟା ସମୟ ଲାଗିଥିଲା । ପ୍ରସିଦ୍ଧ ଡାକ୍ତର ମନୋଜ କୁମାର ସାହୁ (Gastroenterologist) ଏହି ବାଲୁକା କଳାକୁ ଉଦଘାଟନ କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.