ETV Bharat / city

ଲଘୁଚାପ ଯୋଗୁଁ ପୁରୀରେ ଲଗାଣ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

author img

By

Published : Oct 13, 2020, 4:31 PM IST

ବଙ୍ଗୋପସାଗରରେ ଲଘୁଚାପ ଫଳରେ ଦକ୍ଷିଣ ଓଡ଼ିଶା ସମେତ ପୁରୀ ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ଲାଗି ରହିଛି । ତେବେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ଯଜୀବୀଙ୍କୁ ସମୁଦ୍ର ଭିତରେ ମାଛ ନ ମାରିଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଅଧିକ ପଢନ୍ତୁ...

ଲଘୁଚାପ ଯୋଗୁଁ ପୁରୀରେ ଲଗାଣ ବର୍ଷା
ଲଘୁଚାପ ଯୋଗୁଁ ପୁରୀରେ ଲଗାଣ ବର୍ଷା

ପୁରୀ: ବଙ୍ଗୋପସାଗରରେ ଲଘୁଚାପ ଫଳରେ ଦକ୍ଷିଣ ଓଡ଼ିଶା ସମେତ ପୁରୀ ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ଲାଗି ରହିଛି। ତେବେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ଯଜୀବୀଙ୍କୁ ସମୁଦ୍ର ଭିତରେ ମାଛ ନ ମାରିଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଫଳରେ ପୁରୀର ମତ୍ସ୍ଯଜୀବୀମାନେ ସମୁଦ୍ର ଭିତରକୁ ଯାଇ ନାହାଁନ୍ତି। ସେହିପରି ସମୁଦ୍ରରେ ବଡ଼ ଜୁଆର ଆସୁଥିବା ଯୋଗୁ ପର୍ଯ୍ୟଟକଙ୍କୁ ସମୁଦ୍ର ସ୍ନାନ ନେଇ ବାରଣ କରାଯାଇଛି ।

ଲଘୁଚାପ ଯୋଗୁଁ ପୁରୀରେ ଲଗାଣ ବର୍ଷା

ପୁରୀ ବେଳାଭୂମିରେ ଲାଇଫ ଗାର୍ଡଙ୍କୁ ମୁତୟନ କରାଯାଇଛି । ତେବେ ଲଘୁଚାପ ଯୋଗୁଁ ତୁହାକୁ ତୁହା ବର୍ଷା ଯୋଗୁଁ ପୁରୀ ସହରକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ବୁଲାବୁଲି ନ କରି ପାରି ନିରାଶ ହୋଇଛନ୍ତି । ସେହିପରି ସମୁଦ୍ରକୂଳରେ ଅଧିକ ପବନ ଯୋଗୁ ଧୂଳି ଝଡ଼ ହେଉଥିବା ହେତୁ ସମୁଦ୍ର କୂଳରେ ପର୍ଯ୍ୟଟକ ସଂଖା ବେଶ କମ୍ ରହିଛି। ତେବେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କୌଣସି ଅପ୍ରୀତିକର ପରିସ୍ଥିତି ମୁକାବିଲା ପାଇଁ ଜିଲା ପ୍ରଶାସନ ସତର୍କ ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.