ETV Bharat / city

ସଜଡା ହେବ ସ୍ବାସ୍ଥ୍ୟ ବ୍ୟବସ୍ଥା, ପୁରୀବାସୀ ପାଇବେ ଉତ୍ତମ ସେବା

author img

By

Published : Oct 30, 2019, 8:22 PM IST

ଖୁବଶିଘ୍ର ପୁରୀବାସୀ ଉତ୍ତମ ଚିକିତ୍ସା ସେବା ପାଇପାରିବେ। ପୁରୀର ଏକ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଏପରି ପ୍ରତିଶ୍ରୃତି ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ । ଅଧିକ ଖବର ପଢନ୍ତୁ...

ସଜଡା ହେବ ସ୍ବାସ୍ଥ୍ୟ ବ୍ୟବସ୍ଥା, ପୁରୀବାସୀ ପାଇବେ ଉତ୍ତମ ସେବା

ପୁରୀ: ଆସନ୍ତା 2021 ସୁଦ୍ଧା ପୁରୀ ମେଡ଼ିକାଲ କଲେଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଖୁବଶିଘ୍ର ପୁରୀବାସୀ ଉତ୍ତମ ଚିକିତ୍ସା ସେବା ପାଇପାରିବେ। ପୁରୀର ଏକ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଏପରି ପ୍ରତିଶ୍ରୃତି ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ।

ମେଡ଼ିକାଲ କଲେଜ ନିର୍ମାଣରେ ସ୍ଥାନକୁ ନେଇ ସମସ୍ୟା ରହିଥିଲା। ତେବେ ପ୍ରଶାସନ ଏହି ସମସ୍ୟା ସମାଧାନ କରିସାରିଛି। ଯାହାଫଳରେ ମେଡ଼ିକାଲ କଲେଜ ନିର୍ମାଣ କାର୍ଯ୍ୟ ଶୀଘ୍ର ସରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ସଜଡା ହେବ ସ୍ବାସ୍ଥ୍ୟ ବ୍ୟବସ୍ଥା, ପୁରୀବାସୀ ପାଇବେ ଉତ୍ତମ ସେବା

ସେହିପରି ପୁରୀ ମୁଖ୍ୟ ମେଡ଼ିକାଲରେ ବିଭିନ୍ନ ସୁବିଧା ସମେତ ଅନେକ ଭିତ୍ତିଭୂମି କାର୍ଯ୍ୟ ଆଗାମୀ ଦିନରେ ସୁଦୃଢ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଧୀରେ ଧୀରେ ଅସଜଡା ଭିତ୍ତିଭୂମିକୁ ସଜଡ଼ା ଯାଉଛି। ତେଣୁ ‘5T' କାର୍ଯ୍ୟକ୍ରମର ସୁଫଳ ଏକ ବର୍ଷ ପରେ ଜନସାଧାରଣ ନିଶ୍ଚିତ ପାଇବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସେହିପରି ବୁର୍ଲାରେ ଏଚଆଇଭି ସୁରକ୍ଷା ସମ୍ପର୍କିତ ଗାଇଡ଼ ଲାଇନ ନିୟମ ଉଲଘଂନ କରି ଅପରେସନ କରିଥିବା ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସ୍ବାସ୍ତ୍ୟ ମନ୍ତ୍ରୀଙ୍କ ବୈଠକBody:ଅସନ୍ତା2021 ସୁଦ୍ଧା ପୁରୀ ମେଡ଼ିକାଲ କଲେଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଖୁବ ଶୀଘ୍ର ପୁରୀ ବାସୀ ଉତ୍ତମ ଚିକିତ୍ସା ସେବା ପାଇ ପାରିବେ। ସ୍ୱାସ୍ତ୍ୟ ମନ୍ତ୍ରୀ ନବ ଦାସ ଏହି ସୂଚନା ଦେଇ ଛନ୍ତି। ପୁରୀ ରେ ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଏ ନେଇ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ସ୍ୱାସ୍ତ୍ୟ ମନ୍ତ୍ରୀ ଏହି ସୂଚନା ଦେଇ ଛନ୍ତି। ମେଡ଼ିକାଲ କଲେଜ ନିର୍ମାଣ ରେ ଜାଗା କୁ ନେଇ ସମସ୍ୟା ରହିଥିଲା। ତେବେ ପ୍ରଶାସନ ଏହି ସମସ୍ୟା ସମାଧାନ କରି ସରିଛି। ଯାହାକି ମେଡ଼ିକାଲ କଲେଜ ନିର୍ମାଣ କାର୍ଯ୍ୟ ଶୀଘ୍ର ସରିବ ବୋଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରକାଶ କରିଛନ୍ତି। ସେହିପରି ପୁରୀ ମୁଖ୍ୟ ମେଡ଼ିକାଲ ରେ ବିଭିନ୍ନ ସୁବିଧା ସମେତ ଅନେକ ଭିତ୍ତିଭୂମି କାର୍ଯ୍ୟ ସୁଦୃଢ କରାଯିବ ବୋଲୀ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି 5 t କାର୍ଯ୍ୟକ୍ରମ ର ସୁଫଳ ଏକ ବର୍ଷ ପରେ ନିଶ୍ଚିତ ଜନସାଧାରଣ ପାଇବେ ବୋଲି ସ୍ବାସ୍ତ୍ୟ ମନ୍ତ୍ରୀ କହିଛନ୍ତି। ଧୀରେ ଧୀରେ ସ୍ୱାସ୍ତ୍ୟ ଭିତ୍ତିଭୂମି ସଜଡ଼ା ଯାଉଛି। ନିଶ୍ଚିତ ଅଗାମୀ ଦିନରେ ଏହାର ସୁଫଲ ମିଳିବ ବୋଲି ସେ କହିଛନ୍ତି। ସେହିପରି ବୁର୍ଲା ରେ ଏଚ ଆଇ ଭି ସୁରକ୍ଷା ସମ୍ପର୍କିତ ଗାଇଡ଼ ଲାଇନ ନିୟମ ଉଲଘଂନ କରି ଅପରେସନ କରିଥିବା ଦୋଷୀ ବ୍ୟକ୍ତି ଙ୍କ ବିରୋଧ ରେ ତଦନ୍ତ ପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ତ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

ବାଇଟ,, ନବ କିଶୋର ଦାସ , ସ୍ୱାସ୍ତ୍ୟ ମନ୍ତ୍ରୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

ଭିଯୁଆଲ ବାଇଟ ftp ରେ ଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.