ETV Bharat / city

ଭକ୍ତ ପାଇଲେ ନୀଳାଚଳ ଅବଢ଼ା - ଶ୍ରୀମନ୍ଦିର ରତ୍ନବେଦୀ

ଦୀର୍ଘ ଏକ ମାସ ହେବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନୁପସ୍ଥିତି ଯୋଗୁଁ ଅନ୍ନ ଭୋଗ ବନ୍ଦ ଥିବାବେଳେ ଶନିବାର ଠାରୁ ପୁଣି ଅନ୍ନ ଭୋଗ ହୋଇଛି। ଯାହାକୁ ନୀଳାଚଳ ଅବଢ଼ା ଭାବେ ପାଇଲେ ଭକ୍ତ । ଅଧିକ ପଢ଼ନ୍ତୁ...

dovotees get nilachala abadha, mahaprasad, mahaprabhu jagannath returns to srimandir, nilachala abadha, ଭକ୍ତ ପାଇଲେ ନୀଳାଚଳ ଅବଢ଼ା, ନୀଳାଚଳ ଅବଢ଼ା, ଶ୍ରୀମନ୍ଦିର ରତ୍ନବେଦୀ, ଶ୍ରୀଜଗନ୍ନାଥ
ଭକ୍ତ ପାଇଲେ ନୀଳାଚଳ ଅବଢ଼ା
author img

By

Published : Jul 24, 2021, 8:16 PM IST

ପୁରୀ: ଶ୍ରୀମନ୍ଦିର ରତ୍ନବେଦୀରେ ବିରାଜମାନ କରିସାରିଛନ୍ତି ମହାପ୍ରଭୁ। ଶନିବାର ଠାରୁ ପୁଣି ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇଛି। ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ ଯାଏ ଦୀର୍ଘ ଏକ ମାସ ହେବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନୁପସ୍ଥିତି ଯୋଗୁଁ ଅନ୍ନ ଭୋଗ ବନ୍ଦ ଥିବା ବେଳେ ଶନିବାର ଠାରୁ ପୁଣି ଅନ୍ନ ଭୋଗ ହୋଇଛି। ଯାହାକୁ ମହାପ୍ରସାଦ ଭାବେ ଭକ୍ତ ମାନେ ପାଇଛନ୍ତି।

ଭକ୍ତ ପାଇଲେ ନୀଳାଚଳ ଅବଢ଼ା

ତେବେ ନିଳାଦ୍ରୀ ବିଜେ ଓ ମହାପ୍ରଭୁ ରତ୍ନବେଦୀକୁ ଫେରିବା ପରେ ଯେଉଁ ଅବଢ଼ା ପ୍ରଥମେ ବାହାରେ ତାକୁ ନୀଳାଚଳ ଅବଢ଼ା କୁହାଯାଏ। ତେବେ ଏହି ନୀଳାଚଳ ଅବଢ଼ା ପାଇବା ପାଇଁ ଭକ୍ତ ମାନେ ଚାତକ ଭଳି ଚାହିଁ ରହିଥାନ୍ତି। ତେବେ ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ମଧ୍ୟରେ ବି ଭକ୍ତଙ୍କ ଆଶା ପୂରଣ କରିଛନ୍ତି ମହାପ୍ରଭୁ ଓ ଭକ୍ତ ପାଇଛନ୍ତି ନୀଳାଚଳ ଅବଢ଼ା ।

ଅନ୍ନ, ଡାଲି, ବେଶର, ଖେଚୁଡ଼ି, ବିଭିନ୍ନ ମିଷ୍ଠାନ୍ନ, ପିଠା ଆଦି ନୀଳାଚଳ ଅବଢ଼ାରେ ଭକ୍ତ ମାନେ ପାଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.