ETV Bharat / city

Ind vs SA T-20: ଜୁନ୍‌ ୧ରୁ ଅନ୍‌ଲାଇନ୍‌ ଟିକେଟ ବିକ୍ରି - ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍‌

ଜୁନ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍‌ । ଏହି ମ୍ୟାଚ ପାଇଁ ଜୁନ 1 ତାରିଖ ଦିନ 11ଟାରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହେବ । ଅଧିକ ପଢ଼ନ୍ତୁ

Ind vs SA T20i: ଜୁନ୍‌ ୧ରୁ ଅନ୍‌ଲାଇନ୍‌ ଟିକେଟ ବିକ୍ରି

author img

By

Published : May 30, 2022, 9:24 PM IST

କଟକ: ଜୁନ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍‌ । ଏହି ମ୍ୟାଚ ପାଇଁ ଜୁନ 1 ତାରିଖ ଦିନ 11ଟାରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହେବ । ମୋଟ 5 ହଜାର ଟିକେଟ୍ ଅନଲାଇନରେ ମିଳିବ । ଜଣେ ଦର୍ଶକ ଦୁଇଟି ଟିକେଟ କିଣି ପାରିବେ । ପେଟିଏମ ଆପ୍ ଜରିଆରେ ଅନଲାଇନ ଟିକେଟ ବୁକ୍‌ କରିବେ ଦର୍ଶକ ।

Ind vs SA T20i: ଜୁନ୍‌ ୧ରୁ ଅନ୍‌ଲାଇନ୍‌ ଟିକେଟ ବିକ୍ରି

ଟିକେଟ ବୁକିଂ ବେଳେ ଦର୍ଶକଙ୍କୁ ନିଜର ପରିଚୟ ପତ୍ର ଦେବାକୁ ପଡିବ । 9 ତାରିଖରୁ 11 ତାରିଖ ମଧ୍ୟରେ ଦିନ 10ଟାରୁ 6 ଟା ମଧ୍ୟରେ ଅଫ୍‌ଲାଇନ୍‌ ଟିକେଟ ସଂଗ୍ରହ କରିବେ ଦର୍ଶକ । ତେବେ କିପରି ଟିକେଟ ବୁକିଂ କରିବେ ସେନେଇ ପ୍ରତିକ୍ରିୟା ରଖିଛନ୍ତି ପେଟିଏମ ଅଧିକାରୀ । ଅନଲାଇନ୍‌ ଟିକେଟ ବୁକିଂ ବେଳେ ଦେଇଥିବା ତଥ୍ୟ ମେଳ ନଖାଇଲେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଏହାକୁ ନେଇ ପେଟିଏମ୍‌ ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.