ETV Bharat / city

ସୁରଟରୁ ନିଜ ଖର୍ଚ୍ଚରେ ଘରକୁ ଫେରୁଛନ୍ତି ଶ୍ରମିକ - migrant workers

ସୁରଟରୁ ନିଜ ଖର୍ଚ୍ଚରେ ଘରକୁ ଫେରୁଛନ୍ତି ଶ୍ରମିକ । ସରକାରୀ ବ୍ୟବସ୍ଥା କିଛି ହୋଇପାରିନଥିବାବେଳେ ନିଜ ଖର୍ଚ୍ଚରେ ଘରକୁ ଗାଡି ଧରି ଆସୁଛନ୍ତି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର 25 ରୁ ଉର୍ଦ୍ଧ୍ବ ଶ୍ରମିକ । ଅଧିକ ପଢନ୍ତୁ...

migrant workers
ସୁରଟରୁ ନିଜ ଖର୍ଚ୍ଚରେ ଘରକୁ ଫେରୁଛନ୍ତି ଶ୍ରମିକ
author img

By

Published : May 1, 2020, 2:59 PM IST

Updated : May 1, 2020, 3:06 PM IST

କେନ୍ଦୁଝର: ସୁରଟରୁ ନିଜ ଖର୍ଚ୍ଚରେ ଘରକୁ ଫେରୁଛନ୍ତି ଶ୍ରମିକ । ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ସରିବାକୁ ଆଉ ଦୁଇ ଦିନ ଥିବାବେଳେ ବିଭିନ୍ନ ରାଜ୍ୟରେ କାର୍ଯ୍ୟରତ ଶ୍ରମିକଙ୍କ ନିଜ ନିଜ ଗ୍ରାମକୁ ଫେରିବା ପକ୍ରିୟା ଚାଲୁ ରହିଛି ।

ସୁରଟରୁ ନିଜ ଖର୍ଚ୍ଚରେ ଘରକୁ ଫେରୁଛନ୍ତି ଶ୍ରମିକ

ଓଡିଶାର ବହୁ ଶ୍ରମିକ ସୁଦୂର ସୁରଟରେ କାର୍ଯ୍ୟ କରୁଥିଲେ । ସେମାନେ ଏବେ ଘର ମୁହାଁ ହୋଇଥିବାବେଳେ ସରକାର ତାଙ୍କୁ ଆଣିବାକୁ ଘୋଷଣା ଦେଇଥିଲେ । କିନ୍ତୁ ସରକାରୀ ବ୍ୟବସ୍ଥା କିଛି ହୋଇପାରିନଥିବାବେଳେ ନିଜ ଖର୍ଚ୍ଚରେ ଘରକୁ ଗାଡି ଧରି ଆସୁଛନ୍ତି ଶ୍ରମିକ । ଆଜି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର 25 ରୁ ଉର୍ଦ୍ଧ୍ବ ଶ୍ରମିକ ଏକ ବସ ଯୋଗେ ନିଜ ଜିଲ୍ଲାକୁ ଫେରୁଛନ୍ତି । ସେମାନେ ନିଜ ଖର୍ଚ୍ଚରେ ଆସୁଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : May 1, 2020, 3:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.