ETV Bharat / city

ସିଲଭରସିଟିରେ ଟ୍ରାଫିକ ନିୟମ କଡାକଡି; ପୁଅ ଧରାପଡିଲେ, ବାପା ତଣ୍ଡ ଗଣିଲେ - ସିଲଭରସିଟିରେ ଟ୍ରାଫିକ ନିୟମ କଡାକଡି

ସିଲଭରସିଟିରେ ଆଜିଠୁ କଡାକଡି ହୋଇଛି ଟ୍ରାଫିକ ନିୟମ। ନିୟମ ଉଲଙ୍ଘନ କରିବା ଅଭିଯୋଗରେ ତଣ୍ଡ ଗଣିଲେ ବାଇକ ଆରୋହୀ।

triffic rule tight in cuttack
ସିଲଭରସିଟିରେ ଟ୍ରାଫିକ ନିୟମ କଡାକଡି, ତଣ୍ଡ ଗଣିଲେ ବାଇକ ଆରୋହୀ
author img

By

Published : Dec 1, 2019, 5:40 PM IST

କଟକ: ସିଲଭରସିଟିରେ ଆଜିଠୁ କଡାକଡି ହୋଇଛି ଟ୍ରାଫିକ ନିୟମ। ଏବେ ଭୟରେ ବାଇକ ଆରୋହୀ । ଅଧିକାଂଶ ଗାଡି ଚାଳକ ହେଲମେଟ ପିନ୍ଧି ଗାଡି ଚଳାଉଥିବାର ଦେଖିବାକୁ ମିଳିଛି । ଏହାରି ଭିତରୁ କୌଣସି ବି ବାଇକ ଆରୋହୀ ଯଦି ଟ୍ରାଫିକ ନିୟମ ଉଲଙ୍ଘନ କରୁଛନ୍ତି ତାଙ୍କୁ ସଙ୍ଗେ ସଙ୍ଗେ ଗଣିବାକୁ ପଡୁଛି ମୋଟା ଅଙ୍କର ତଣ୍ଡ।

ବିନା ହେଲମେଟରେ, ଫୋନରେ ଗପିବା ଓ ଅନ୍ଯାନ୍ୟ ନିୟମ ଭାଙ୍ଗିବା ହେତୁ ଜଣେ ବାଇକ ଆରୋହୀ ଧରାପଡିଥିଲେ। ପରେ ତାଙ୍କ ବାପା ସୁରେନ୍ଦ୍ର କୁମାର ସାହୁ ଆସି 6000 ଟଙ୍କା ତଣ୍ଡ ଦେଇଥିଲେ। ତାଙ୍କ ଘର ଖାନ ନଗର ହୋଇଥିବା ସେ କହିଛନ୍ତି। ଘର ପାଖରେ ଥିବା ଦୋକାନକୁ ତାଙ୍କ ପୁଅ ଯାଉଥିଲେ ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି।

ସିଲଭରସିଟିରେ ଟ୍ରାଫିକ ନିୟମ କଡାକଡି, ତଣ୍ଡ ଗଣିଲେ ବାଇକ ଆରୋହୀ

ଯାହାକୁ ନେଇ ସିଲଭରସିଟିରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି। ଏହି ପ୍ରକ୍ରିୟା ଆଜିଠୁ ବେଶ କଡାକଡି ଢ଼ଙ୍ଗରେ କଟକରେ ଲାଗୁ ହୋଇଛି। ଆଗାମୀ ଦିନରେ ମଧ୍ୟ ଏହା ବଳବତ୍ତର ରହିବ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସିଲଭରସିଟି ରେ ଆଜିଠୁ କଠୋର ହେଲା ଟ୍ରାଫିକ ନିୟମ । ଭୟ ରେ ବାଇକ ଆରୋହି । ଅଧିକାଂଶ ଗାଡି ଚାଳକ ହେଲମେଟ ପିନ୍ଦି ଗାଡି ଚଳାଉଥିବାର ଆସିଲା ନଜର । ଏହାରି ଭିତରୁ କୋୖଣସି ବି ବାଇକ ଆରୋହି ଯଦି ଟ୍ରାଫିକ ନିୟମ ଉଲଂଘନ କରୁଛନ୍ତି ତାଙ୍କୁ ସଙ୍ଗେ ସଙ୍ଗେ ଗଣିବାକୁ ପଡୁଛି ମୋଟା ଅଙ୍କର ତଣ୍ଡ ।

ତେବେ ଏହାରି ଭିତରେ ଅନେକ ବିନା ହେଲମେଟ ଓ ଫୋନ ରେ ଗପିବା ଓ ଅନ୍ୟାନ୍ୟ ନିୟମ ଭାଙ୍ଗିବା ବାଇକ ଆରୋହି ଙ୍କୁ ଗଣିବାକୁ ପଡିଛି ମୋଟା ଅଙ୍କର ତଣ୍ଡ । ଯାହାକୁନେଇ ସିଲଭରସିଟି ରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ତେବେ ଏହି ପ୍ରକ୍ରିୟା ଆଜିଠୁ ବେଶ କଡାକଡି ଢ଼ଙ୍ଗରେ କଟକ ରେ ଦୃଶ୍ୟ ମାନ ହେଉଛି । ଯାହା ଆଗାମୀ ଦିନରେ ମଧ୍ୟ ବଳଵତର ରହିବ ।

Body:ବାଇଟ: ତଣ୍ଡ ଗଣିଥିବା ବ୍ୟକ୍ତି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.