ETV Bharat / city

ଏସସିବିରେ ଖୋଲିଲା ପ୍ରଥମ ଭିଆରଡିଏଲ କେନ୍ଦ୍ର - ଏସସିବିରେ ପ୍ରଥମ କରି ଭିଆରଡିଏଲ କେନ୍ଦ୍ର

କୋରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରଚେଷ୍ଟା ଜାରି ରହିଛି । ଏସସିବିରେ ପ୍ରଥମ କରି ଭିଆରଡିଏଲ କେନ୍ଦ୍ର ଖୋଲାଯାଇଛି । ଅଧିକ ପଢନ୍ତୁ...

ଏସସିବିରେ ପ୍ରଥମ କରି ଭିଆରଡିଏଲ କେନ୍ଦ୍ର
ଏସସିବିରେ ପ୍ରଥମ କରି ଭିଆରଡିଏଲ କେନ୍ଦ୍ର
author img

By

Published : Apr 15, 2020, 11:01 AM IST

କଟକ: ଏସସିବି ମେଡିକାଲରେ ଖୋଲିଲା ଭିଡିଆରଏଲ କେନ୍ଦ୍ର । ଭାଇରାସ ଡାଇଗନୋଷ୍ଟିକ ଗବେଷଣା ପରୀକ୍ଷାଗାର ସହ କୋଭିଡ-19 ସମ୍ବନ୍ଧୀୟ ତାଲିମ ଓ ସୂଚନା ଏଠାରେ ପ୍ରଦାନ କରାଯିବ । ଏହା ରାଜ୍ୟର ପ୍ରଥମ ବୋଲି ସ୍ପଷ୍ଟ ହୋଇଛି ।

ଏସସିବିରେ ପ୍ରଥମ କରି ଭିଆରଡିଏଲ କେନ୍ଦ୍ର
ଏସସିବିରେ ପ୍ରଥମ କରି ଭିଆରଡିଏଲ କେନ୍ଦ୍ର

ସେପଟେ, ସରକାରଙ୍କ ଏହି ପଦକ୍ଷେପ ପାଇଁ ଭର୍ତ୍ତୃହରି ମହତାବ 20 ଲକ୍ଷ ଟଙ୍କା ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଲ୍ୟାବରେ ଅତ୍ୟାଧୁନିକ ପରୀକ୍ଷା ସେବା ଯୋଗାଇ ଦିଆଯିବା ସହ କୋରୋନା ସମ୍ବନ୍ଧୀୟ ସମସ୍ତ ସେବା ଓ ସୂଚନା ଏହି ଡାଇଗନୋଷ୍ଟିକରେ ମିଳିପାରିବ । ଏହି ପରିପ୍ରେକ୍ଷାରେ ଜିଲ୍ଲାପାଳ ଏସସିବିରେ ପହଞ୍ଚି ମେଡିକାଲ ଅଧିକ୍ଷକ ଅନ୍ନଦାପ୍ରାସଦ ପଟ୍ଟନାୟକଙ୍କ ଏହି ସେବା ସମ୍ପର୍କରେ ଆଲୋଚନା କରିଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.