ETV Bharat / city

ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ପ୍ରସଙ୍ଗ, ସୋମବାର ପରବର୍ତ୍ତୀ ଶୁଣାଣି - ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ପ୍ରସଙ୍ଗ

ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ପ୍ରସଙ୍ଗ । ସୋମବାର ଦିନ ହାଇକୋର୍ଟରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ...

temple opening matter for people in high court, next hearing monday
ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ପ୍ରସଙ୍ଗ,ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି
author img

By

Published : Aug 7, 2020, 12:45 PM IST

କଟକ: ପୁରୀ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ପ୍ରସଙ୍ଗରେ ଆଜି(ଶୁକ୍ରବାର) ହାଇକୋର୍ଟରେ ଶୁଣାଣି ହୋଇଛି।

ଆଡଭୋକେଟ ଜେନେରାଲଙ୍କୁ ଆଡ଼ଭାନ୍ସ କପି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ଦିନ ହେବ ମାମଲାର ପରବର୍ତ୍ତୀ ଶୁଣାଣି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.