ETV Bharat / city

କାଳ ହେଲା ଓଭରଟେକ୍‌, ବସ୍‌କୁ ପିଟିଲା ବସ୍‌ - କାଳ ହେଲା ଓଭରଟେକ୍‌

କଟକ ପ୍ରତାପ ନଗରୀ ନିକଟରେ ବସ ଦୁର୍ଘଟଣା । ଓଭରଟେକ ସମୟରେ ଗୋଟିଏ ବସକୁ ଧକ୍କା ଦେଲା ଅନ୍ୟ ଏକ ବସ । 20ରୁ ଅଧିକ ଯାତ୍ରୀ ଗୁରୁତର ଆହତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 9, 2019, 10:30 AM IST

କଟକ: ବସ-ବସ ଭିତରେ ଓଭରଟେକ ହେଲା କାଳ । ଓଭରଟେକ ସମୟରେ ଶ୍ରୀ ନାମକ ବସକୁ ଧକ୍କା ଦେଲା ବିଶ୍ବ ନାମକ ବସ । ଫଳରେ 20ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । କଟକ ସଦର ଥାନା ପ୍ରତାପ ନଗରୀ ନିକଟରେ ଏପରି ଦୁର୍ଘଟଣା ଘଟିଛି ।

ବସ୍‌କୁ ପିଟିଲା ବସ୍‌

ଆହତ ମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ବେପରୁଆ ଗାଡି ଚାଳନା ନେଇ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏଥିରେ 2 ଟି ଛୋଟ ପିଲା ରହିଥିବାବେଳେ 5 ଜଣ ମହିଳା ରହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ବସ ବସ ଭିତରେ ଓଭରଟେକ ହେଲା କାଳ, କଟକ ସଦର ଥାନା ଅଧୀନରେ ଥିବା ପ୍ରତାପ ନଗରୀ ଠାରେ ଏକ ବଡ ଦୃଘଟଣା ଘଟିଛି। ବସ ବସ କୁ ଓଭର ଟେକ କରିବା ହେଲା କାଳ।

Body: ଯାହା ଫଳରେ ବିଶ୍ୱ ନାମକ ବସ ଶ୍ରୀ ବସକୁ ଧକା ଦେଇଥିଲା। ଯାହାଫଳରେ 20 ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଏସିବି ମେଡିକାଲ ରେ ଭର୍ତି କରାଯାଇଛି। ବେପରୁଆ ଗାଡି ଚାଳନା ନେଇ ଦୃଘଟଣା ଘଟିଥିବା ଜଣାପଡିଛି। ଏଥିରେ 2 ଟି ଛୋଟ ପିଲା ରହିତଯିବା ବେଳେ 5 ଜଣ ମହିଳା ଓ ପୁରୁଷ ରହିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.