ETV Bharat / city

ଶିଶୁଭବନକୁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସରପ୍ରାଇଜ ଭିଜିଟ - ଶିଶୁଭବନକୁ ଅଚାନକ ଗସ୍ତ

ଶିଶୁଭବନକୁ ଅଚାନକ ଗସ୍ତ କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ଅନିଲ ସାମଲ । ବିଭିନ୍ନ ବିଭାଗର ୱାର୍ଡକୁ ପରିଦର୍ଶନ କରି ଶିଶୁ ରୋଗୀଙ୍କ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ଆରଡିସି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ
author img

By

Published : Oct 11, 2019, 2:04 AM IST

କଟକ: ଶିଶୁଭବନକୁ ଅଚାନକ ଗସ୍ତ କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ଅନିଲ ସାମଲ । ବିଭିନ୍ନ ବିଭାଗର ୱାର୍ଡକୁ ପରିଦର୍ଶନ କରି ଶିଶୁ ରୋଗୀଙ୍କ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ଆରଡିସି । ଏପରିକି ଚିକିତ୍ସା କିଭଳି ମିଳୁଛି, ଡାକ୍ତରଙ୍କ ବ୍ୟବହାର, ଠିକ୍ ସମୟରେ ଡାକ୍ତର ପହଞ୍ଚି ଚିକିତ୍ସା କରୁଛନ୍ତି କି ନାହିଁ ଏଭଳି କ୍ଷେତ୍ରରେ ତନ୍ନତନ୍ନ କରି ପଚାରି ବୁଝିଥିଲେ କେନ୍ଦ୍ରାଞ୍ଚଳ ଆରଡିସି ।

ସେହିପରି ମାଗଣାରେ ମେଡିସିନ ମିଳୁଛି କି ନାହିଁ ଆଦିର ତଥ୍ୟ ସଂଗ୍ରହ କରିଥିଲେ ଆରଡିସି । କେଵଳ ସେତିକି ନୁହେଁ ୱାର୍ଡରେ କଣ ସମସ୍ୟା ରହିଛି ବୋଲି ପଚାରି ବୁଝିଥିଲେ । ତେବେ ଶିଶୁ ଭବନକୁ ହଠାତ୍ ଆରଡିସିଙ୍କ ଗସ୍ତ ଦେଖି କିଛି ଡାକ୍ତର ଘାବରେଇ ଯାଇଥିଲେ । ଆରଡିସିଙ୍କ ଏଭଳି ଗସ୍ତ ସମୟରେ କିଛି ଡାକ୍ତର ଅନୁପସ୍ଥିତ ଥିବା ନେଇ ବି ଚର୍ଚ୍ଚା ହେଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ଶିଶୁଭବନ କୁ ଅଚାନକ ଗ୍ରସ୍ତ କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ଅନିଲ ସାମଲ।ବିଭିନ୍ନ ବିଭାଗର ୱାର୍ଡ କୁ ପରିଦର୍ଶନ କରି ଶିଶୁ ରୋଗୀଙ୍କ ଅବିଭାବକଙ୍କ ସହ ଆଲୋଚନା କରିଥିଲେ ଆରଡିସି।ଏପରିକି ଚିକିତ୍ସା କିଭଳି ମିଳୁଛି,ଡାକ୍ତରଙ୍କ ବ୍ୟବହାର,ଠିକ୍ ସମୟରେ ଡାକ୍ତର ପହଞ୍ଚି ଚିକିତ୍ସା କରୁଛନ୍ତି କି ନାହିଁ ଏଭଳି ଟିକ୍ ନିକ ପଚାରି ବୁଝିଥିଲେ କେନ୍ଦ୍ରାଞ୍ଚଳ ଆରଡିସି।ସେହିପରି ମାଗଣାରେ ମେଡିସିନ ମିଳୁଛି କି ନାହିଂ ଆଦିର ତଥ୍ୟ ସଂଗ୍ରହ କରିଥିଲେ ଆରଡିସି।କେଵଳ ସେତିକି ନୁହେଁ ୱାର୍ଡ ରେ କଣ ସମସ୍ୟା ରହିଛି ବୋଲି ପଚାରିବୁଝିଥିଲେ ଆରଡିସି।ତେବେ ଶିଶୁ ଭବନରେ ହଠାତ୍ ଆରଡିସିଙ୍କ ଗ୍ରସ୍ଥ ଦେଖି କିଛି ଡାକ୍ତର ଘାବରେଇ ଯାଇଥିଲେ।ଆରଡିସିଙ୍କ ଏଭଳି ଗ୍ରସ୍ଥ ସମୟରେ କିଛି ଡାକ୍ତର ଅନୁପସ୍ଥିତ ଥିଲେ ବୋଲି ଚର୍ଚ୍ଚା ହେଉଛି।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.