ETV Bharat / city

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ସ୍କୁଲ ବସ୍‌, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

author img

By

Published : Jun 25, 2022, 10:36 AM IST

Updated : Jun 25, 2022, 11:03 AM IST

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ସ୍କୁଲ ବସ୍‌ । ଅଳ୍ପକେ ବର୍ତ୍ତିଲେ ୫ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ସ୍କୁଲ ବସ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ
ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ସ୍କୁଲ ବସ, ଅଳ୍ପକେଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ସ୍କୁଲ ବସ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ବର୍ତ୍ତିଲେ ଛାତ୍ରଛାତ୍ରୀ

କଟକ: ରାସ୍ତାକଡକୁ ଓଲଟିଲା ସ୍କୁଲ ବସ୍‌ । ମୃତ୍ୟୁମୁଖରୁ ବଞ୍ଚିଲେ ୫ ଛାତ୍ରଛାତ୍ରୀ । ଏଭଳି ଘଟଣା ଘଟିଛି ଚୌଦ୍ଵାର ମଣ୍ତାପଡା ରାସ୍ତାର ପୋଟଳେଇ ମନ୍ଦିର ନିକଟରେ । ସୂଚନା ଅନୁସାରେ, ଆଜି(ଶନିବାର) ସକାଳ ସମୟରେ ଉତ୍କଳ ଇଣ୍ଟରନେସନାଲ ସ୍କୁଲର ଏକ ଘରୋଇ ବସ୍‌ ପିଲାଙ୍କୁ ନେବା ପାଇଁ ମଣ୍ଡାପଡ଼ା ଯାଉଥିଲା । ମାତ୍ର ପୋଟଳେଇ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ସ୍କୁଲ ବସ୍‌, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ସୌଭାଗ୍ୟବଶତଃ ଦୁର୍ଘଟଣା ଯୋଗୁଁ କାହାର କିଛି କ୍ଷତି ହୋଇନାହିଁ । ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଦୁର୍ଘଟଣାଗ୍ରସ୍ତ ବସ୍‌ରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଖବରପାଇ ଘଟଣାସ୍ଥଳରେ ଚୌଦ୍ବାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶେଷ ଖବର ସୁଦ୍ଧା ସ୍କୁଲ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନଥିଲେ ।

ଇଟିଭି ଭାରତ, କଟକ

Last Updated : Jun 25, 2022, 11:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.