ETV Bharat / city

ବେଆଇନ ମଦ କାରବାରରେ 2 ଗିରଫ, ପୋଲିସର ଅଧିକ ତଦନ୍ତ ଜାରି - Police have arrested two people

କଟକରୁ ବେଆଇନ ମଦ ଜବତ, 2 ଗିରଫ । ଗିରଫ ଦୁଇ ଜଣ ଚାଉଳିଆଗଞ୍ଜର ସୁମନ ପାତ୍ର ଓ ଅଭିଷେକ ରାଉତ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

Police have arrested two people in connection with the liquor trade in the Chauliaganj area
ବେଆଇନ ମଦ କାରବାରରେ 2 ଗିରଫ, ପୋଲିସର ଅଧିକ ତଦନ୍ତ ଜାରି
author img

By

Published : May 13, 2020, 8:32 PM IST

କଟକ: ସିଲଭର ସିଟିରେ ଦିନକୁ ଦିନ ବଢୁଛି ବେଆଇନ ମଦ କାରବାର । ପୋଲିସର ଘନ ଘନ ପାଟ୍ରୋଲିଂ ଓ ଚଢାଉ ପରେ ମଧ୍ୟ ସାବାଡ ହେଉ ନାହାଁନ୍ତି ଚୋରା ମଦ ବ୍ୟବସାୟୀ । ଲକ ଡାଉନ ଯୋଗୁଁ କଟକରେ ସମସ୍ତ ମଦ ଦୋକାନ ବନ୍ଦ ରହିଥିବା ବେଳେ, ଚାଉଳିଆଗଞ୍ଜ ଅଞ୍ଚଳରେ ମଦ କାରବାର ସମୟରେ 2 ଜଣଙ୍କୁ ଗିରଫ କରିଛି ପୋଲିସ ।

Police have arrested two people in connection with the liquor trade in the Chauliaganj area
ବେଆଇନ ମଦ କାରବାରରେ 2 ଗିରଫ, ପୋଲିସର ଅଧିକ ତଦନ୍ତ ଜାରି

ଉଭୟ ବିଦେଶୀ ମଦ କାରବାରରେ ସମ୍ପୃକ୍ତ ଥିବା ପୋଲିସ ସ୍ପଷ୍ଟ କରିଛି । ତେବେ,ଗିରଫ ହୋଇଥିବା ଦୁଇ ଜଣ ଚାଉଳିଆଗଞ୍ଜର ସୁମନ ପାତ୍ର ଓ ଅଭିଷେକ ରାଉତ ବୋଲି ଜଣାପଡିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.