ETV Bharat / city

ରଥଯାତ୍ରା ସୁରକ୍ଷା ପାଇଁ ଟ୍ୱିନସିଟିରେ ସୁରକ୍ଷା କଡାକଡି: କମିଶନର

ରଥଯାତ୍ରା ପାଇଁ ଟୁଇନ ସିଟିରେ ପୋଲିସର କଡା ନଜର ଥିବା କହିଲେ ପୋଲିସ କମିଶନରେ । ଅଧିକ ପଢନ୍ତୁ

author img

By

Published : Jul 1, 2022, 8:23 PM IST

ରଥଯାତ୍ରା ସୁରକ୍ଷା ପାଇଁ ଟୁଇନସିଟିରେ ସୁରକ୍ଷା କଡାକଡି: କମିଶନର

କଟକ: ଟୁଇନ ସିଟିରେ ରଥଯାତ୍ରା ପାଇଁ କମିଶନରେଟ ପୋଲିସର କଡା ନଜର । କିପରି ଉଭୟ ଗୁଣ୍ଡିଚା ଓ ବାହୁଡା଼ ଯାତ୍ରା ସୁରୁଖୁରୁରେ ହେବ ସେ ଦିଗରେ ଫୋକସ କରିଛି କମିଶନରେଟ ପୋଲିସ । ଘୋଷଯାତ୍ରା ପାଇଁ କଟକ ଓ ଭୁବନେଶ୍ୱରରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଦୁଇ ବର୍ଷର ବ୍ୟବଧାନ ପରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଚଳିତବର୍ଷ ପ୍ରବଳ ଭିଡ ହେବାର ଆଶଙ୍କା କରାଯାଉଥିଲା । ତେଣୁ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ ଦିଗକୁ ମଧ୍ୟ ନଜର ରଖି କାର୍ଯ୍ୟ କରାଯାଉଛି ବୋଲି କମିଶନର କହିଛନ୍ତି । କଟକ-ଭୁବନେଶ୍ୱରର ବିଭିନ୍ନ ରଥଯାତ୍ରା ବୁଲି ସୁରକ୍ଷା ଦିଗ ତଦାରଖ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସମସ୍ତେ କୋଭିଡ ନିୟମ ପାଳି ମହାପ୍ରଭୁଙ୍କ ଦର୍ଶନ କରନ୍ତୁ ବୋଲି ନିବେଦନ କରିଛନ୍ତି କମିଶନର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.