ETV Bharat / city

ନାଗେଶ ଟ୍ରଫି ପାଇଁ ଦୃଷ୍ଟିହୀନ ଓଡିଶା ଦଳ ଘୋଷିତ - ଦୃଷ୍ଟିହୀନ ଓଡିଶା ଦଳ ଘୋଷିତ

ଘୋଷଣା ହୋଇଛି ନାଗେଶ ଟ୍ରଫି ପାଇଁ ଦୃଷ୍ଟିହୀନ ଓଡିଶା ଦଳ । ଦଳରେ ସମୁଦାୟ 14 ଜଣ ଖେଳାଳୀଙ୍କୁ ମନୋନୀତ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Nov 1, 2019, 8:11 AM IST

Updated : Nov 1, 2019, 8:18 AM IST

କଟକ: 2019-20 ସିଜିନ ନାଗେଶ ଟି-20 ଟ୍ରଫି ପାଇଁ ଘୋଷଣା ହେଲା ଦୃଷ୍ଟିହୀନ ଓଡିଶା ଦଳ । 14 ଜଣିଆ ଟିମ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛି କ୍ୟାଭି । ତେବେ ଲିଗ ପର୍ଯ୍ୟାୟର 3ଟି ମ୍ୟାଚ ପାଇଁ ଆଜି ଦଳ ଘୋଷଣା ହୋଇଛି ।

ଏହି ପ୍ରତିଯୋଗିତାରେ 4ଟି ଗ୍ରୁପ ରହିଛି । ଯେଉଁଥିରେ ଓଡିଶା ଏ -ଗ୍ରୁପରେ ରହିଛି । ସମୁଦାୟ 24ଟି ରାଜ୍ୟ ଏହି ମେଗା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଛନ୍ତି । ତେବେ ଏହି ପ୍ରତିଯୋଗିତାରେ ଡିପେଣ୍ଡିଂ ଚମ୍ପିୟାନ ହେଉଛି ଓଡିଶା ।

ଟିମର କୋଚ ଚନ୍ଦ୍ରଶେଖର ପଟ୍ଟନାୟକ ରହିଥିବା ବେଳେ ଜାଫର ଇକୱଲଙ୍କୁ ଅଧିନାୟକ ଭାବେ ବଛା ଯାଇଛି । ସେହିପରି କାଳିଆ ପ୍ରଧାନ, 3.ତପନ କୁମାର ଗୌଡ଼, 4. ଦେବରାଜ ବେହେରା,5. ଅନୀଲ ମଲ୍ଲିକ, 6. ନକୁଳ ବଡ଼ନାୟକ, 7. ପଙ୍କଜ ଭୁଏ ,8. ଲିଙ୍ଗରାଜ ରାଉତରାୟ, 9.ସୁଖରାମ ମାଝୀ, 10. ସିଙ୍ଗରାଇ ମାଝୀ, 11. ଧାନପତି ଗୌଡ଼, 12. ଜୁହାର ବରି, 13.ସୁକଦେବ ସୋରନ ଓ 14.ଲାଲ ପ୍ରସାଦ ସୋରେନଙ୍କୁ ମନୋନୀତ କରାଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: 2019-20 ସିଜିନ ନାଗେଶ ଟି-20 ଟ୍ରଫି ପାଇଁ ଘୋଷଣା ହେଲା ଦୃଷ୍ଟି ହୀନ ଓଡିଶା ଦଳ । 14 ଜଣିଆ ଟିମ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛି କ୍ୟାଭି । ତେବେ ଲିଗ ପର୍ଯ୍ୟାୟ ର 3ଟି ମ୍ୟାଚ ପାଇଁ ଆଜି ଦଳ ଘୋଷଣା ହୋଇଛି । ଏହି ପ୍ରତିଯୋଗିତାରେ 4 ଟି ଗୃପ ରହିଛି । ଯେଉଁଥିରେ ଓଡିଶା ଏ ଗୃପ ରେ ରହିଛି । ସମୁଦାୟ 24 ଟି ରାଜ୍ୟ ଏହି ମେଗା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଛନ୍ତି । ତେବେ ଏହି ପ୍ରତିଯୋଗିତାରେ ଡିପେଣ୍ଡିଙ୍ଗ ଚାମ୍ପିୟନ ହେଉଛି ଓଡିଶା ।

1. ଜାଫର ଇକୱଲ ( ଅଧିନାୟକ )
2. କାଳିଆ ପ୍ରଧାନ
3.ତପନ କୁମାର ଗୌଡ଼
4. ଦେବରାଜ ବେହେରା
5. ଅନୀଲ ମଲ୍ଲିକ
6. ନକୁଳ ବଡ଼ନାୟକ
7. ପଙ୍କଜ ଭୁଏ
8. ଲିଙ୍ଗରାଜ ରାଉତରାୟ
9.ସୁଖରାମ ମାଝୀ
10. ସିଙ୍ଗରାଇ ମାଝୀ
11. ଧାନପତି ଗୌଡ଼
12. ଜୁହାର ବରି
13.ସୁକଦେବ ସୋରନ
14.ଲାଲ ପ୍ରସାଦ ସୋରେନ

କୋଚ: ଚନ୍ଦ୍ରଶେଖର ପଟ୍ଟନାୟକBody:No needConclusion:
Last Updated : Nov 1, 2019, 8:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.