ETV Bharat / city

ଅନଲକ 4, ଲୋକେ ସଚେତନ ହେବାର ସମୟ ଆସିଛି: ସିଏମସି କମିଶନର

author img

By

Published : Sep 1, 2020, 5:11 PM IST

ଆଜିଠୁ ରାଜ୍ୟରେ ଲାଗୁ ହୋଇଛି ଅନଲକ 4 । ଲକଡାଉନ, ସାପ୍ତାହିକ ସଟଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁ ଉଠାଇ ଦିଆଯାଇଛି । ଲୋକଙ୍କୁ ଏବେ ନିଜ ରକ୍ଷା ନିଜେ କରିବା ପାଇଁ ପଡ଼ିବ ବୋଲି ସିଏମସି କମିଶନର କହିଛନ୍ତି । ଅଧିକ ପଢନ୍ତୁ...

ଅନଲକ 4, ଲୋକ ସଚେତନ ହେବାର ସମୟ ଆସିଛି : ସିଏମସି କମିଶନର

କଟକ: ଅନଲକ 4 ରେ ଆଜିଠୁ ରାଜ୍ୟରେ ଲାଗୁ ହୋଇଛି । ଆଜିଠୁ ସାରା ରାଜ୍ୟରେ ଲକଡାଉନ କିମ୍ବା ସାପ୍ତାହିକ ସଟଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁ ଉଠାଇ ଦିଆଯାଇଛି । ଏନେଇ ଗତକାଲି ଏସଆରସି ପକ୍ଷରୁ ସୂଚନା ଦିଆଯାଇଛି ।

କଟକ ସହରରେ କୋରୋନାର କ୍ରମାଗତ ବୃଦ୍ଧିକୁ ଦେଖି ସିଏମସି ପକ୍ଷରୁ ଲକଡାଉନ, ସଟଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଉଥିଲା । କେନ୍ଦ୍ର ସରକାର ଅନଲକ 4ର ଗାଇଡଲାଇନ ଜାରି କରିବା ପରେ ରାଜ୍ୟ ସରକାର ଏହି ସମସ୍ତ ପ୍ରତିବନ୍ଧକକୁ ଉଠାଇ ଦେଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ କଟକ ସହରରେ ମଧ୍ୟ ସମସ୍ତ କଟକଣା ଉଠାଇ ଦିଆଯାଇଛି । ଏହି ସମୟରେ ଲୋକମାନେ ନିଜକୁ ନିଜେ ସଚେତନ ହେବାର ସମୟ ଆସିଛି । ମାସ୍କକୁ ଠିକ ଭାବରେ ପିନ୍ଧି ଜନଗହଳି ସ୍ଥାନରେ ନ ରହିବା ସହ ସାମାଜିକ ଦୂରତ୍ୱ ରଖିବାର ଆବଶ୍ୟକତା ରହିଛି । କଟକରେ ଲୋକଙ୍କୁ ଏବେ ନିଜେ ହିଁ ରକ୍ଷା କବଚ ହେବାକୁ ପଡ଼ିବ ବୋଲି ସିଏମସି କମିସନର କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.