ETV Bharat / city

ମା' ଭୁଲିଗଲା ମମତା, 2ପିଲାଙ୍କୁ ଛାଡି ପ୍ରେମିକ ସହ ଛୁ... - ମା' ଭୁଲିଗଲା ମମତା

ପ୍ରେମ ପାଇଁ ମା' ଭୁଲିଗଲା ମମତା। ନିଜର ଖୁସି ପାଇଁ ଦୁଇ ପିଲାଙ୍କୁ ଛାଡି ପ୍ରେମିକ ସହ ଫେରାର ହେଲା ମା'।ଅଧିକ ଖବର ପଢନ୍ତୁ...

ମା' ଭୁଲିଗଲା ମମତା,2ପିଲାଙ୍କୁ ଛାଡି ପ୍ରେମିକ ସହ ଛୁ...
author img

By

Published : Nov 23, 2019, 3:03 PM IST

କଟକ: ଅମଣିଷ ପଣିଆର ଚରମ ସୀମାରେ ଆଜିର ଆଧୁନିକ ମଣିଷ। ପ୍ରେମ ପାଇଁ ମା' ଭୁଲି ମମତା। ନିଜର ଖୁସି ପାଇଁ ଦୁଇ ପିଲାଙ୍କୁ ଛାଡି ପ୍ରେମିକ ସହ ଫେରାର ହେଲା ମା' । ଯାହା ବର୍ତ୍ତମାନ କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ଦୁଇପିଲାଙ୍କର ବାପାଙ୍କର ନାମ ସୁଦାମ ନାୟକ ମା କାମିନା ନାଏକ ଓ ଘର ପୁରୀ ଅଞ୍ଚଳରେ। ପୂର୍ବରୁ ଉଭୟ ସ୍ଵାମୀ ସ୍ତ୍ରୀ ଅଲଗା ରହୁଥିଲେ, ହେଲେ ମା’ କାମିନାଙ୍କ ପାଖରେ ଦୁଇ ପିଲା ରହୁଥିଲେ।

ଗତକାଲି କମିନା ନିଜର ସାତବର୍ଷର ଝିଅ ମୀରା ଓ ଅଢେଇ ବର୍ଷର ପୁଅ ବାବୁସାନକୁ କଟକର ଚାଉଳିଆଗଞ୍ଜ ଅଞ୍ଚଳରେ ଛାଡି ନିଜର ପ୍ରେମିକ ସହ ଫେରାର ହୋଇଯାଇଥିଲେ। ପରେ ଦୁଇଟି ପିଲା ବୁଲୁଥିବାର ଦେଖି ଦାସ ସାହି ଅଞ୍ଚଳର ଟୁକୁନା ଦାସ ନିଜର ହେପାଜତରେ ରଖିଥିଲେ।

ମା' ଭୁଲିଗଲା ମମତା,2ପିଲାଙ୍କୁ ଛାଡି ପ୍ରେମିକ ସହ ଛୁ...

ଆଜି ସକାଳୁ ଚାଉଳିଆଗଞ୍ଜ ଥାନାରେ ଦୁଇପିଲାଙ୍କୁ ହସ୍ତାନ୍ତର କରାଯିବା ପରେ ଥାନା କର୍ମଚାରୀ ଚାଇଲଡ଼ ଲାଇନକୁ ଏହି ଘଟଣା ସମ୍ପର୍କରେ ଜଣାଇଥିଲେ। ଶେଷରେ ଚାଇଲଡ଼ ଲାଇନ ସଦସ୍ୟଙ୍କ ଦ୍ବାରା ଦୁଇ ଶିଶୁ ଥାନାରୁ ଉଦ୍ଧାର ହୋଇ ବସୁନ୍ଧରା ଯାଇଥିଲେ। ଦୁଇ ଶିଶୁଙ୍କର ସ୍ବାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯିବା ବୋଲି କହିଛନ୍ତି ଚାଇଲଡ଼ ଲାଇନର ସଦସ୍ୟ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଅମଣିଷ ପଣିଆ ର ଚରମ ସୀମାରେ ଆଜିର ଆଧୁନିକ ମଣିଷ । ନିଜର ଖୁସି ପାଇଁ ଦୁଇ ପିଲାଙ୍କୁ ଛାଡି ପ୍ରେମିକ ସହ ଫେରାର ହେଲା ମାଆ । ତେବେ ପ୍ରେମ ପାଇଁ ନିଜର ସନ୍ତାନ କୁ ପର କଲା ମାଆ ।

ସୂଚନା ଅନୁସାରେ ଦୁଇପିଲାଙ୍କର ବାପାଙ୍କର ନାମ ସୁଦାମ ନାୟକ ମା କମିନା ନାଏକ ଓ ଘର ପୁରୀ ଅଞ୍ଚଳରେ। ପୂର୍ବରୁ ଉଭୟ ସ୍ଵାମୀ ସ୍ତ୍ରୀ ଅଲଗା ରହୁଥିଲେ କିନ୍ତୁ କମିନା ନାଏକଙ୍କର ପାଖରେ ଦୁଇ ପିଲା ରହୁଥିଲେ।

ଗତକାଲି କମିନା ନିଜର ସାତବର୍ଷ ର ଝିଅ ମୀରା ଓ ଅଢେଇ ବର୍ଷର ପୁଅ ବାବୁସାନ କୁ କଟକର ଚଉଳିଆଗଞ୍ଜ ଅଞ୍ଚଳରେ ଛାଡି ନିଜର ପ୍ରେମିକ ସହ ଫେରାର ହୋଇଯାଇଥିଲେ। ପରେ ଦୁଇଟି ପିଲା ବୁଲୁଥିବାର ଦେଖି ଦାସ ସାହି ଅଞ୍ଚଳର ଟୁକୁନା ଦାସ ନିଜର ହେପାଯତ ରେ ରଖିଥିଲେ। ଆଜି ସକାଳୁ ଚାଉଳିଆଗଞ୍ଜ ଥାନାରେ ଦୁଇପିଲାଙ୍କୁ ହସ୍ତାନ୍ତର କରିଥିଲେ।ପରେ ଥାନା କର୍ମଚାରୀ ଚାଇଲଡ଼ ଲାଇନ କୁ ଏହି ଘଟଣା ସମ୍ପର୍କରେ ଜଣାଇଥିଲେ।

ଶେଷରେ ଚାଇଲଡ଼ ଲାଇନ ସଦସ୍ୟଙ୍କ ଦ୍ୱାରା ଦୁଇ ଶିଶୁ ଥାନାରୁ ଉଦ୍ଧାର ହୋଇ ବସୁନ୍ଧରା ଯାଇଥିଲେ। ଦୁଇ ଶିଶୁଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆ ଯିବା କଥା କହିଛନ୍ତି ଚାଇଲଡ଼ ଲାଇନ ର ସଦସ୍ୟ।Body:ବାଇଟ:ସୁବାସ ଚନ୍ଦ୍ର ସ୍ୱାଇଁ( ଚାଇଲଡ଼ ଲାଇନ ସଦସ୍ୟ କଟକ)

ବାଇଟ: ଅଖିଳେସ୍ୱର ସିଂ( ଡିସିପି କଟକ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.