ETV Bharat / city

ସିଲଭର ସିଟି ପରିବର୍ତ୍ତନରେ ଆବାହକ ସାଜିବେ ମହିଳା - mla

କଟକ ସହରକୁ ବଦଳାଇବାର ନୂଆ ପ୍ରୟାସ । ମହିଳା ମାନେ ସାଜିବେ ପରିବର୍ତ୍ତନର ଆବାହକ । ଏନେଇ କହିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jul 10, 2019, 8:23 PM IST

କଟକ: ବଦଳିବ ସିଲଭର ସିଟିର ରୂପରେଖ । ଆଉ ଏହି ପରିବର୍ତ୍ତନର ଆବାହକ ସାଜିବେ ମହିଳା ମାନେ । ସହରକୁ ଯେପରି ପ୍ରତି ଦିଗରୁ ବିକାଶ ହୋଇପାରିବ ସେ ଦିଗରେ ମହିଳାଙ୍କ ରହିବ ଗୁରୁ ଦାୟିତ୍ୱ । ଯାହାକୁ ସେ ବେଶ ଯତ୍ନର ସହ ସମ୍ପାଦନ କରିବେ ବୋଲି କହିଛନ୍ତି ବାରବାଟି ବିଧାୟକ ତଥା ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସିଏମସି ଅଧିନରେ ସମସ୍ତ ୱାର୍ଡ ମାନଙ୍କରେ ଥିବା ବ୍ୟାପକ ଅସୁବିଧାକୁ ପ୍ରଥମେ ସମାଧାନ କରାଯିବ ।
ଏହା ବ୍ୟତୀତ ସହରର ପରିମଳ ବ୍ୟବସ୍ଥାରେ କିପରି ଶୀଘ୍ର ସୁଧାର ଆସିବ ସେ ଦିଗରେ ଦାୟିତ୍ୱ ତୁଲାଇବେ ମହିଳା । ଏନେଇ ବୁଧବାର ଅନୁଷ୍ଠିତ ମହିଳା କଂଗ୍ରେସ କର୍ମୀ ବୈଠକରେ ଏପରି ଗୁରୁମନ୍ତ୍ର ଦେଇଛନ୍ତି ବିଧାୟକ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସିଲଭରସିଟି ର ବଦଳିବ ଚିତ୍ର । ଆଉ ଏହି ପରିବର୍ତ୍ତନ ର ଆବାହକ ସାଯିବେ ମହିଳା । ସହର କୁ ଯେପରି ପ୍ରତି ଦିଗରୁ ବିକାଶ ହୋଇପାରିବ ସେ ଦିଗରେ ମହିଳାଙ୍କ ରହିବ ଗୁରୁ ଦାୟିତ୍ୱ । ଯାହାକୁ ସେ ବେଶ ଯତ୍ନ ର ସହ ସମ୍ପାଦନ କରିବେ ବୋଲି କହିଛନ୍ତି ବାରଵାଟି ବିଧାୟକ ତଥା ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ ।

Body:କଟକ ସିଏମସି ଅଧିନ ରେ ଥିବା ସମସ୍ତ ୱାର୍ଡ ମାନଙ୍କରେ ଥିବା ବ୍ୟାପକ ଅସୁବିଧା କୁ ପ୍ରଥମେ ସମାଧାନ କରାଯିବ । ଏହା ବ୍ୟତୀତ ସହର ପରିମଳ ବ୍ୟବସ୍ଥା ରେ କିପରି ଶୀଘ୍ର ସୁଧାର ଆସିବ ସେ ଦିଗରେ ମହିଳାଙ୍କ ରହିବ ଗୁରୁ ଦାଇତ୍ୱ । ତେବେ ଆଜି ଅନୁଷ୍ଠିତ ମହିଳା କଂଗ୍ରେସ କର୍ମୀ ବୈଠକ ରେ ଏପରି ଗୁରୁମନ୍ତ୍ର ଫୁଙ୍କିଥିଲେ ମହମ୍ମଦ ମୋକିମ ।

ବାଇଟ: ମହମ୍ମଦ ମୋକିମ ( ବିଧାୟକ ବାରଵାଟି )

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.