ETV Bharat / city

ସଦର ବିଧାୟକ ଡାକିଲେ ବୈଠକ , ସିଏମସି ରଖିଲା ପକ୍ଷ - ସଦର ବିଧାୟକ

କଟକ ସଦର ନିର୍ବାଚନ ମଣ୍ଡଳୀରେ ଅଧାପନ୍ତରିଆ ହୋଇପଡିଥିବା ଅନେକ ପ୍ରକଳ୍ପକୁ ଶୀଘ୍ର ଶେଷ କରିବା ନେଇ ବିଧାୟକ ଚନ୍ଦ୍ରସାରଥୀ ବେହେରା ଡାକିଲେ ବୈଠକ । ଅଧିକ ପଢନ୍ତୁ..

ସଦର ବିଧାୟକ ଡାକିଲେ ବୈଠକ , ସିଏମସି ରଖିଲା ପକ୍ଷ

author img

By

Published : Jul 1, 2020, 4:00 PM IST

କଟକ: ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଡାକିଲେ ବୈଠକ । ସିଏମସିରେ ବସିଲା ଏହି ବୈଠକ । ସଦର ନିର୍ବାଚନ ମଣ୍ଡଳୀରେ ଅଧାପନ୍ତରିଆ ହୋଇପଡିଥିବା ଅନେକ ପ୍ରକଳ୍ପକୁ ଶୀଘ୍ର ଶେଷ କରିବା ନେଇ ବୈଠକରେ ହେଲା ନିଷ୍ପତ୍ତି ।

ସଦର ବିଧାୟକ ଡାକିଲେ ବୈଠକ , ସିଏମସି ରଖିଲା ପକ୍ଷ
ଏହାସହ ସିଏମସି କମିଶନରଙ୍କ ଅନୁମତି କ୍ରମେ ସମସ୍ତ ବିଭାଗୀୟ ଅଧକାରୀ ରଖିଥିଲେ ସ୍ପଷ୍ଟୀ କରଣ । କଣ ପାଇଁ କାମ ଅଧା ହୋଇ ପଡିଛି । ଅନ୍ୟପଟେ ପ୍ରବାସୀ ମାନଙ୍କ ପାଇଁ କାମ ଯୋଗାଇବା ପ୍ରସଙ୍ଗ ଉପରେ ମଧ୍ୟ ହେଲା ଆଲୋଚନା । ଖୁବ ଶୀଘ୍ର ଏହି ଦିଗ ବେଶ ସଫଳ ହେବା ନେଇ କହିଛନ୍ତି ବିଧାୟକ ଚନ୍ଦ୍ରସାରଥୀ ବେହେରା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.