ETV Bharat / city

ଶିଳ୍ପପତି ମହିମା ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ - ମହେନ୍ଦ୍ର ସ୍ବାଇଁଙ୍କ ହତ୍ୟା ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କୁ ଜାମିନ

ସିୱେଜ ସିପିଂ ଜିଏମ ମହେନ୍ଦ୍ର ସ୍ବାଇଁଙ୍କ ହତ୍ୟା ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କୁ ଜାମିନ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Nov 14, 2019, 4:58 PM IST

କଟକ: ଶିଳ୍ପପତି ମହିମା ମିଶ୍ରଙ୍କୁ ମିଳିଛି ଜାମିନ । ହାଇକୋର୍ଟ ସର୍ତ୍ତମୂଳକଭାବେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜାମିନର ସର୍ତ୍ତ ତଳକୋର୍ଟ ସ୍ଥିର କରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ସିୱେଜ ସିପିଂ ଜିଏମ ମହେନ୍ଦ୍ର ସ୍ବାଇଁଙ୍କ ହତ୍ୟା ମାମଲାରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି ।

ପୂର୍ବରୁ ଏହି ମାମଲାରେ ମହିମା ମିଶ୍ରଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ ହେଁ ସୁପ୍ରିମକୋର୍ଟ ଖାରଜ କରିଥିଲେ । ଏହାପରେ ଜାମିନ ପାଇଁ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଅନ୍ୟ ଦୁଇଟି ମାମଲାରେ ତାଙ୍କୁ ଜାମିନ ମିଳିସାରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଶିଳ୍ପପତି ମହିମା ମିଶ୍ରଙ୍କୁ ମିଳିଲା ଜାମିନ।ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ।ସିୱେଜ ସିପିଂ ଜିଏମ ମ୍ୟାନେଜର ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ମିଳିଲା ଜାମିନ।ଜାମିନ ର ସର୍ତ ତଳ କୋର୍ଟ ରଖିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।ପୁର୍ବରୁ ଏହି ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ।ତେଵେ ସୁପ୍ରିମକୋର୍ଟ ମହିମା ମିଶ୍ର ଙ୍କ ଜାମିନ ଖାରଜ କରିଥିଲେ।ଜାମିନ ପାଈଁ ପୁନର୍ବାର ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ ମହିମା।ଅନ୍ୟ ଦୁଇଟି ମାମାଲାରେ ଜାମିନ ମିଳି ସାରିଛି।Body:No needConclusion:No need

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.