ETV Bharat / city

ଚୌଦ୍ବାରରୁ ୪୦ ବସ୍ତା କୋଇଲା ଜବତ

କଟକ ଚୌଦ୍ବାରରୁ ବେଆଇନ କୋଇଲା ଚୋରା ଚାଲାଣ ଗାଡି ଜବତ । 40 ବସ୍ତା କୋଇଲା ଜବତ କରିଛି ଚୌଦ୍ବାର ବନ ବିଭାଗ । ଅଧିକ ପଢନ୍ତୁ...

author img

By

Published : Mar 21, 2020, 8:30 AM IST

Updated : Mar 21, 2020, 8:38 AM IST

ଚୌଦ୍ବାରରୁ ୪୦ ବସ୍ତା କୋଇଲା ଜବତ
ଚୌଦ୍ବାରରୁ ୪୦ ବସ୍ତା କୋଇଲା ଜବତ

କଟକ: ବେଆଇନ କୋଇଲା ଚୋରା ଚାଲାଣ । କଟକ ଚୌଦ୍ବାର କଜଳକଣା ଅଞ୍ଚଳରୁ 40 ବସ୍ତା କୋଇଲା ସହ ଏକ ପିକଅପ ଭ୍ୟାନକୁ ଜବତ କରିଛି ଚୌଦ୍ବାର ବନ ବିଭାଗ । ଖୁଣ୍ଟୁଣି ନିକଟରୁ ବେଆଇନ କୋଇଲା ଚାଲାଣ ହେଉଥିବାର ଖବର ପାଇବା ଚଢାଉ କରିଥିଲା ବନ ବିଭାଗ ।

ଚୌଦ୍ବାରରୁ ୪୦ ବସ୍ତା କୋଇଲା ଜବତ

ଚଢାଉ ବେଳେ ଗାଡି ଛାଡି ଘଟଣାସ୍ଥଳରୁ ଫେରରା ହୋଇଯାଇଛନ୍ତି ଡ୍ରାଇଭର ସମେତ ହେଲପର । ତେବେ ଜବତ କୋଇଲାର ହାରାହାରି ମୂଲ୍ୟ 1 ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗରୁ ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 21, 2020, 8:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.