ETV Bharat / city

ବାରବାଟୀରେ LED ଫ୍ଲଡ୍‌ ଲାଇଟ ବ୍ୟବସ୍ଥାର ଶୁଭାରମ୍ଭ

author img

By

Published : Jun 9, 2022, 10:38 PM IST

ଭାରତ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-20 ମ୍ୟାଚ୍‌ ପୂର୍ବରୁ ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ବାରବାଟୀ ଷ୍ଟାଡିୟମ । ଏହି କ୍ରମରେ ଆଜି ଷ୍ଟାଡିୟମରେ ନୂଆ ଏଲ୍‌ଇଡି ଫ୍ଲଡ୍‌ ଲାଇଟ ବ୍ୟବସ୍ଥା ଉଦଘାଟନ ହୋଇଛି ।

ବାରବାଟୀରେ LED ଫ୍ଲଡ୍‌ ଲାଇଟ ବ୍ୟବସ୍ଥାର ଶୁଭାରମ୍ଭ
ବାରବାଟୀରେ LED ଫ୍ଲଡ୍‌ ଲାଇଟ ବ୍ୟବସ୍ଥାର ଶୁଭାରମ୍ଭ

କଟକ: ଭାରତ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-20 ମ୍ୟାଚ୍‌ ପୂର୍ବରୁ ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ବାରବାଟୀ ଷ୍ଟାଡିୟମ । ଏହି କ୍ରମରେ ଆଜି ଷ୍ଟାଡିୟମରେ ନୂଆ LED ଫ୍ଲଡ୍‌ ଲାଇଟ ବ୍ୟବସ୍ଥା ଉଦଘାଟନ ହୋଇଛି । ଏଥିପାଇଁ ବାରବାଟୀ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଏହି ଉତ୍ସବରେ କ୍ରୀଡ଼ା ସଚିବ ଶିକ୍ଷାମନ୍ତ୍ରୀ ଯୋଗ ଦେଇ ନୂଆ ଏଲ୍‌ଇଡି ଫ୍ଲଡ୍‌ ଲାଇଟକୁ ଉଦ୍ଘାଟନ କରିଛନ୍ତି । 20 ବର୍ଷ ପୁରୁଣା ଫ୍ଲଡ୍‌ ଲାଇଟକୁ ପରିବର୍ତ୍ତନ କରାଯାଇ ୧୨ କୋଟି ଟଙ୍କା ବ୍ୟୟରେ ନୂଆ LED ଲାଇଟ ଲଗାଇଛି ଓସିଏ । ଏଣିକି ମ୍ୟାଚ ବେଳେ ଆଉ ହଳଦିଆ ଲାଇଟ ଦେଖିବାକୁ ମିଳିବନି ।

ଏଲ୍‌ଇଡି ଫ୍ଲଡ୍‌ ଲାଇଟ ସମ୍ପୂର୍ଣ୍ଣ ରୁପେ ଧଳା ଆଲୋକରେ ଷ୍ଟାଡିୟମ୍‌ରେ ମ୍ୟାଚ୍‌ର ମଜା ଉଠାଇବେ ଫ୍ୟାନ୍ସ । ଏହାସହ କ୍ରିକେଟର ମଧ୍ୟ ଖେଳ ସମୟରେ ଆଉ କୌଣସି ସମସ୍ୟାର ସମ୍ମୁଖୀନ ହେବେନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.