ETV Bharat / city

ଘରେ ରଜ ପାଳିବାକୁ ନିବେଦନ କଲେ କଟକ ଜିଲ୍ଲାପାଳ

author img

By

Published : Jun 12, 2020, 3:26 PM IST

ସାମାଜିକ ଦୂରତ୍ବ ନିୟମକୁ ମାନି ପାଳନ କରନ୍ତୁ ରଜ ପର୍ବ । କଟକରେ ସୁରକ୍ଷିତ ଢଙ୍ଗରେ ରଜ ପର୍ବ ପାଳନ ପାଇଁ ସମସ୍ତ କଟକ ବାସୀଙ୍କୁ ଆହ୍ବାନ କରିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

Cuttack District Magistrate request to celebrate Raja at home
ଘରେ ରଜ ପାଳନ ପାଇଁ କଟକ ଜିଲ୍ଲାପାଳଙ୍କ ନିବେଦନ

କଟକ: ମହାମାରୀ କୋରୋନା ପାଇଁ ଏଥର ଘରେ ରଜ ପାଳନ କରନ୍ତୁ । ସାମାଜିକ ଦୂରତ୍ବ ନିୟମକୁ ମାନି ପାଳନ କରନ୍ତୁ ରଜ ପର୍ବ । ଯାହା ଦ୍ବାରା ଦିନକୁ ଦିନ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ରୋକାଯାଇ ପାରିବ ।

କଟକରେ ସୁରକ୍ଷିତ ଢଙ୍ଗରେ ରଜ ପର୍ବ ପାଳନ ପାଇଁ ସମସ୍ତ କଟକବାସୀଙ୍କୁ ଆହ୍ବାନ କରିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । କାରଣ କଟକରେ ପ୍ରତିଦିନ କୋରୋନା ପିଜିଟିଭ କେସ ସମ୍ନାକୁ ଆସୁଛି । ଯାହା ପାଇଁ ସ୍ଥିତି ବିଗିଡିବାର ମଧ୍ୟ ସମ୍ଭାବନା ରହିଛି । ତେବେ ସରକାରଙ୍କ କଥା ମାନି ଘରେ ରଜର ମଜା ନେବା ସହ ସୁରକ୍ଷିତ ଭାବରେ ପର୍ବ ପାଳନ କରିବା ଆମ ସମସ୍ତଙ୍କର ଲକ୍ଷ୍ୟ ବୋଲି ଜିଲ୍ଲାପାଳ କହିଛନ୍ତି ।

କଟକରୁ ପ୍ରଭୂକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.