ETV Bharat / city

ଅଯୋଧ୍ୟା ରାୟ; 'କୋର୍ଟଙ୍କ ନିଷ୍ପତ୍ତିକୁ ସମସ୍ତେ ମାନିବା ଦରକାର'

ପ୍ରକାଶ ପାଇଛି ଅଯୋଧ୍ୟା ରାୟ ।ଏହି ରାୟ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ବିଜୟ ନୁହେଁ କି ପରାଜୟ ନୁହେଁ ବରଂ ଭାଇଚାରାକୁ ମଜଭୁତ କରାଯାଇଛି । ତେବେ ଏହି ଘୋଷଣାକୁ ସ୍ବାଗତ କରିଛି କଟକ ଅମନ କମିଟି । ଅଧିକ ଖବର ପଢନ୍ତୁ...

author img

By

Published : Nov 9, 2019, 5:26 PM IST

ସର୍ବ ସମ୍ମତିରେ ପ୍ରକାଶ ପାଇଲା ଅଯୋଧ୍ୟା ରାୟ,ଏହାକୁ ସମସ୍ତେ ମାନିବା ଦରକାର

କଟକ: ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ । ଶେଷରେ ସର୍ବୋଚ୍ଚ କୋର୍ଟ ରାମଜନ୍ମଭୂମି ବିବାଦର ରାୟ ପ୍ରକାଶ କରିଛନ୍ତି । ଆସ୍ଥା, ବିଶ୍ବାସରେ ଏହି ନିଷ୍ପତ୍ତି ହୋଇନାହିଁ । ବରଂ ସର୍ବ ସମ୍ମତିରେ ଏହି ନିଷ୍ପତ୍ତି ନେଇଛନ୍ତି ଖଣ୍ଡପୀଠ । ଏହି ବିବାଦୀୟ ଜମି ରାମଲାଲାଙ୍କ ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଯାହାକୁ ସମସ୍ତେ ଗ୍ରହଣ କରିବା ସହ ସମ୍ମାନ କରିବା ଦରକାର ।

ସର୍ବୋଚ୍ଚ କୋର୍ଟଙ୍କ ଏହି ନିଷ୍ପତ୍ତି ଦେଶର ଭାଇଚାରାକୁ ବୃଦ୍ଧି କରିବା ସହ ସାମ୍ପ୍ରଦାୟିକ ହିଂସାକୁ ରୋକିବ । ଅନେକ ବର୍ଷ ଧରି ଏହି ବିବାଦ ଉପରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ଯାହାକି ପ୍ରତ୍ୟେକ ହିନ୍ଦୁ ଓ ମୁସଲିମଙ୍କ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ଦିନ । ପ୍ରକାଶ ପାଇଥିବା ଏହି ରାୟ ଉଭୟ ସମ୍ପ୍ରଦାୟର ବିଜୟ ନୁହେଁ କି ପରାଜୟ ନୁହେଁ ବରଂ ଭାଇଚାରାକୁ ମଜଭୁତ କରାଯାଇଛି । ତେବେ ଏହି ଘୋଷଣାକୁ ସ୍ବାଗତ କରିଛି କଟକ ଅମନ କମିଟି ।

ଅନ୍ୟପଟେ ଏହି ସ୍ବାଗତଯୋଗ୍ୟ ପଦକ୍ଷେପକୁ ନେଇ ମତ ମତାନ୍ତର ହେବା ଆବଶ୍ୟକ ନୁହେଁ ବୋଲି କହିଛନ୍ତି ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର । ସୁପ୍ରିମକୋର୍ଟଙ୍କ ରାୟରେ କୌଣସି ପକ୍ଷପାତିତା ନଥାଏ । ସବୁ ଆଡୁ ପରୀକ୍ଷାନିରୀକ୍ଷା କରି ଏହି ଐତିହାସିକ ରାୟ ଶୁଣାଇଛନ୍ତି ସିଜେଆଇଙ୍କ ସମେତ 5 ଜଣିଆ ଖଣ୍ଡପୀଠ । ତେବେ ଏହାକୁ ସମସ୍ତେ ମାନିବା ଦରକାର ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଅଯୋଧ୍ୟା ରାମ ମନ୍ଦିର ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଙ୍କ ଐତିହାସିକ ନିଷ୍ପତି । ବିବାଦୀୟ ଜମି ରାମ ଲାଲଙ୍କ ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଯାହାକୁ ସମସ୍ତେ ଗ୍ରହଣ କରିବା ଦରକାର । ଏହି ନିଷ୍ପତି ଦେଶରେ ଭାଇଚାରା କୁ ବୃଦ୍ଧି କରିବା ସହ ସମ୍ପ୍ରଦୀୟକ ହିଂସା କୁ ରୋକିବ । ଅନେକ ବର୍ଷ ଧରି ଏହି ବିବାଦ ଉପରେ ଆଜି ପୂର୍ଣଛେଦ ପଡିଛି ।ଉଭୟ ହିନ୍ଦୁ ଓ ମୁସଲିମ ଙ୍କ ମଧ୍ୟରେ ବିଜୟ ନୁହେଁ କି ପରାଜୟ ନୁହେଁ ବରଂ ଭାଇଚାରା କୁ ମଜଭୁତ କରାଯାଇଛି । ତେବେ ଏହି ଘୋଷଣା କୁ ସ୍ୱାଗତ କରିଛି କଟକ ଅମନ କମିଟି ।

ଅନ୍ୟପଟେ ଏହି ସ୍ୱାଗତଯୋଗ୍ୟ ପଦକ୍ଷେପ କୁ ନେଇ ମତ ମତାନ୍ତର ହେବା ଆବଶ୍ୟକ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ ର ବରିଷ୍ଠ ଆଇନଜୀବି ଅଶୋକ ମହାପାତ୍ର । ସୁପ୍ରିମକୋର୍ଟ ଙ୍କ ରାୟ ରେ କୌଣସି ପକ୍ଷପାତିତା ନଥାଏ । ସବୁ ଆଡୁ ପରୀକ୍ଷା ନିରୀକ୍ଷା କରି ଏହି ଐତିହାସିକ ରାୟ ଶୁଣାଇଛନ୍ତି ମୁଖ୍ୟ ବିଚାରପତି ଓ 5 ଜଣିଆ ଖଣ୍ଡପୀଠ । ତେବେ ଏହା କୁ ସମସ୍ତେ ମାନିବା ଦରକାର ।

Body:ବାଇଟ: ରମଜାନ ଖାଁ( ଅମନ କମିଟି ସମ୍ପାଦକ କଟକ)
ବାଇଗ: ଅଶୋକ ମହାପାତ୍ର( ବରିଷ୍ଠ ଆଇନଜୀବୀ ହାଇକୋର୍ଟ)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.