ETV Bharat / city

ସିଲଭର ସିଟିରେ କୋରୋନା ମୁକାବିଲା, ବ୍ୟବସାୟୀ ସଂଘ ଓ ସିପିଙ୍କ ବୈଠକ

author img

By

Published : Sep 25, 2020, 12:59 PM IST

କୋରୋନା ମୁକାବିଲା ପାଇଁ କମିଶନରେଟ ପୋଲିସଙ୍କ ସହ ବ୍ୟବସାୟୀକଙ୍କ ବୈଠକ । ସିଲଭର ସିଟିର ବ୍ୟବସାୟୀ ଅନୁଷ୍ଠାନ ଗୁଡ଼ିକ ଅଧିକ ଗୁରୁତ୍ବ ଦେବାକୁ ଏଥିରେ ପରାମର୍ଶ ଦିଆଯାଇଛି ।

cuttack latest news, corona condition in cuttack, Businessman association and cp discussion, କଟକରେ କୋରୋନା ସ୍ଥିତି, କଟକ ଲାଟେଷ୍ଟ ନ୍ୟୁଜ୍‌, କମିଶନରେଟ ପୋଲିସ ଓ ବ୍ୟବସାୟୀ ସଂଘ ବୈଠକ
ସିଲଭର ସିଟିରେ କୋରୋନା ମୁକାବିଲା, ବ୍ୟବସାୟୀ ସଂଘ ଓ ସିପିଙ୍କ ବୈଠକ

କଟକ: କୋରୋନା ମୁକାବିଲା ପାଇଁ କମିଶନରେଟ ପୋଲିସଙ୍କ ସହ ବ୍ୟବସାୟୀକଙ୍କ ବୈଠକ । ସିଲଭର ସିଟିର ବ୍ୟବସାୟୀ ଅନୁଷ୍ଠାନ ଗୁଡ଼ିକ ଅଧିକ ଗୁରୁତ୍ବ ଦେବାକୁ ଏଥିରେ ପରାମର୍ଶ ଦିଆଯାଇଛି । କୋଭିଡ୍ କଟକଣା ଉପରେ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି କମିଶନରେଟ ପୋଲିସ କହିଛନ୍ତି ।

ତେବେ ଆଲୋଚନା ଅନୁଯାୟୀ କ୍ଷୁଦ୍ର ବ୍ୟବସାୟୀମାନେ ବ୍ୟାରିକେଡ ରଖିବାକୁ ପଡ଼ିବ ବୋଲି ନିଷ୍ପତ୍ତି ହୋଇଛି । ବଜାର କମିଟି ଚାହିଁଲେ ଭଲ୍ୟୁଣ୍ଟିୟର ରଖିପାରିବେ। ଭଲ୍ୟୁଣ୍ଟିୟରମାନେ କୋରୋନା କଟକଣା ଉପରେ ନଜର ରଖି ପାରିବେ। ଏଥିସହ ସହରରେ କୋରୋନା ସଂକ୍ରମଣ ସ୍ଥିତି ଦେଖି ସନ୍ଧ୍ୟା 6ଟାରୁ ଦୋକାନ ବଜାର ବନ୍ଦ ରଖିବା ପାଇଁ ବଜାର କମିଟିର ପ୍ରସ୍ତାବ ରହିଛି ।

ଏହି ପ୍ରସ୍ତାବ ଉପରେ ବିଚାର କରାଯାଇ ସରକାରଙ୍କ ଦୃଷ୍ଟିକୁ ନିଆଯିବ ବୋଲି ସିପି ସୂଚନା ଦେଇଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.