ETV Bharat / city

ବଗଲା ଧର୍ମଶାଳା ଜମି ପ୍ରସଙ୍ଗ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସମ୍ବିତ - ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ପୁରୀ ବଗଲା ଧର୍ମଶାଳା ଜମି ହେରଫେରକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ଭଗବାନ ଜଗନ୍ନାଥଙ୍କ ଜମିକୁ ବିକ୍ରି କରିବାକୁ ପୁରୀ ପ୍ରଶାସନ ତଥା ରାଜ୍ୟ ସରକାର ଯୋଜନା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଅଧିକ ପଢନ୍ତୁ...

ବଗଲା ଧର୍ମଶାଳା ଜମି ପ୍ରସଙ୍ଗ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସମ୍ବିତ

author img

By

Published : Sep 29, 2020, 6:41 PM IST

କଟକ: ପୁରୀ ବଗଲା ଧର୍ମଶାଳା ଜମି ହେରଫେରକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ଭଗବାନ ଜଗନ୍ନାଥଙ୍କ ଜମିକୁ ବିକ୍ରି କରିବାକୁ ପୁରୀ ପ୍ରଶାସନ ତଥା ରାଜ୍ୟ ସରକାର ଯୋଜନା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।

ସେ କହିଛନ୍ତି ଯେ, ବଗଲା ଧର୍ମଶାଳା ଜମି ପ୍ରଭୁ ଜଗନ୍ନାଥଙ୍କ ବୋଲି ଖୋଦ୍ ସରକାର ସ୍ବୀକାର କରିଛନ୍ତି । ତଥାପି ସେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ତଥ୍ୟ ରେକର୍ଡ ହୋଇଛି । ତେବେ ଆଜିର ଆୟୋଜିତ ବିଜେପିର ପ୍ରେସମିଟରେ ସମ୍ବିତ ଜମିକୁ ସଂକ୍ରାନ୍ତୀୟ ଅନେକ ତଥ୍ୟ ଉପସ୍ଥାପନା କରିଛନ୍ତି ।

ବଗଲା ଧର୍ମଶାଳା ଜମି ପ୍ରସଙ୍ଗ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସମ୍ବିତ

ପ୍ରକାଶ ଥାଉ କି, ବଗଲା ଧର୍ମଶାଳା ଜମି ବିବାଦ ପ୍ରସଙ୍ଗରେ ହାଇକୋର୍ଟରେ ମଙ୍ଗଳବାର ଆଉ ଏକ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି ସମ୍ବିତ ପାତ୍ର । ଅନିୟମିତତା ବିରୋଧରେ ତଦନ୍ତ ନିର୍ଦ୍ଦେଶ ପାଇଁ ମାମଲା ରୁଜୁ କରିବା ସହ ସେ ଜଗନ୍ନାଥଙ୍କ ଖାତାକୁ ଜମି ଫେରାଇ ଦେବାକୁ ପିଟିସନରେ ଦାୟର କରିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.