ETV Bharat / city

ସିଏମସି ୧୫ ନମ୍ବର ୱାର୍ଡର ବରିଲେନ ଓ ଖଟବିନ ସାହି କଣ୍ଟେନମେଣ୍ଟ ଜୋନ

author img

By

Published : Jul 22, 2020, 7:09 AM IST

ସିଏମସି ୧୫ ନମ୍ବର ୱାର୍ଡର ବରିଲେନ ଓ ଖଟବିନ ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ସିଏମସି। ଘର ଘର ବୁଲି ସାନିଟାଇଜ ସହ ହେବ କଣ୍ଟାକ୍ଟଟ୍ରେସିଂ । ଅଧିକ ପଢନ୍ତୁ....

Barilen and Khatbin Sahi Content Zone of CMC Ward 15
ସିଏମସି ୧୫ ନମ୍ବର ୱାର୍ଡର ବରିଲେନ ଓ ଖଟବିନ ସାହି କଣ୍ଟେନମେଣ୍ଟ ଜୋନ

କଟକ: କଟକର ୧୫ ନମ୍ବର ୱାର୍ଡ ଅନ୍ତର୍ଗତ ବରିଲେନ ଓ ଖଟବିନ ସାହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ସିଏମସି । ସେହି ଅଞ୍ଚଳରେ ସ୍ଥାନୀୟ ପଜେଟିଭ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ । ତେବେ ଏହି ଅଞ୍ଚଳ ମଧ୍ୟକୁ ପ୍ରବେଶ ପାଇଁ କଟକଣା ଜାରି କରାଯାଇଛି । କୌଣସି ବାହାର ଲୋକ ଏହି ଅଞ୍ଚଳ ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ କି ଏହି ଅଞ୍ଚଳର କୌଣସି ଲୋକ ବାହାରକୁ ଯାଇ ପାରିବେନାହିଁ।

ତେବେ ,କଣ୍ଟେନମେଣ୍ଟ ଜୋନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବ ସିଏମସି । ସେହିପରି ଘର ଘର ବୁଲି ସାନିଟାଇଜ କରାଯିବା ସହ କଣ୍ଟାକ୍ଟଟ୍ରେସିଂ କରାଯିବ । ସେହି ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.