ETV Bharat / city

ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ

ବାଲି ବୋଝେଇ ହାଇଓ୍ବା ଗାଡି ସହ ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ବାଇକ ଆରୋହୀ ମୃତ । ଅଧିକ ପଢନ୍ତୁ...

ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ
author img

By

Published : Nov 21, 2019, 4:10 AM IST

କଟକ: ବାଙ୍କୀ ଥାନା ଅନ୍ତର୍ଗତ ଦୁଲଣାପୁର ନିକଟରେ ବାଲି ବୋଝେଇ ହାଇଓ୍ବା ଗାଡି ସହ ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ବାଇକ ଆରୋହୀ ମୃତ ।

ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ

ମୃତକ ଜଣକ ବାଙ୍କୀ ତାଳବସ୍ତ ପାଟେଣା ସାହିର ସୁକାନ୍ତ ଦାସ ବୋଲି ଜଣାପଡିଛି । ସେପଟେ ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ତାଳବସ୍ତ କଳିଙ୍ଗ ଛକଠାରେ ଉତ୍ୟକ୍ତ ଗ୍ରାମବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାସହ ଉକ୍ତ ରାସ୍ତାଟିରେ ବାଲି ବୋଝେଇ ହାଇଓ୍ବା ଗାଡି ଯାତାୟତ ବନ୍ଦ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ରାସ୍ତାରୋକ ଫଳରେ ଖୋର୍ଦ୍ଧା, ବାଙ୍କୀ, ଯାତମୁଣ୍ଡିଆ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବାଙ୍କୀ ଥାନା ଅନ୍ତର୍ଗତ ଦୁଲଣାପୁର ନିକଟରେ ବାଲି ବୋଝେଇ ହାଇଓ୍ବା ଗାଡି ସହ ବାଇକ ର ମୁହାଁମୁହିଁ ଧକ୍କା ।ଘଟଣାସ୍ଥଳରେ ବାଇକ ଆରୋହୀ ମୃତ ।ମୃତକ ଜଣକ ବାଙ୍କୀ ତାଳବସ୍ତ ପାଟେଣା ସାହିର ସୁକାନ୍ତ ଦାସ ବୋଲି ଜଣାପଡିଛି।ସେପଟେ ହାଇଓ୍ବା ଧକ୍କା ରେ ଯୁବକଙ୍କ ମୃତ୍ୟୁକୁ ନେଇ ତାଳବସ୍ତ କଳିଙ୍ଗ ଛକ ଠାରେ ଉତ୍ୟକ୍ତ ଗ୍ରାମବାସୀ ଙ୍କ ଦ୍ବାରା ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି।ମୃତକ ପରିବାରକୁ କ୍ଷତିପୂରଣ ଦେବାସହ ଉକ୍ତ ରାସ୍ତାଟିରେ ବାଲି ବୋଝେଇ ହାଇଓ୍ବା ଗାଡି ଯାତାୟତ ବନ୍ଦ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।ରାସ୍ତାରୋକ ଫଳରେ ଖୋର୍ଦ୍ଧା, ବାଙ୍କୀ, ଯାତମୁଣ୍ଡିଆ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।
Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.