ETV Bharat / city

ପ୍ରକାଶ ପାଇଲା ନବମ ଶ୍ରେଣୀ ପରୀକ୍ଷା ଫଳ: ପାସ ହାର ୮୭.୨୦% - ନବମ ଶ୍ରେଣୀ ପରୀକ୍ଷା ଫଳ 2022

ପ୍ରକାଶ ପାଇଲା ଚଳିତ ବର୍ଷର ନବମ ଶ୍ରେଣୀ ପରୀକ୍ଷା ଫଳ । ପାସ ହାର ୮୭.୨୦ ପ୍ରତିଶତ । 1 ଗ୍ରେଡରେ 9,039 ଜଣ ଛାତ୍ରାଛାତ୍ରୀ କୃତକାର୍ଯ୍ୟ । F (II) ଗ୍ରେଡ ପାଇଥିବା 30,138 ଜଣ ଛାତ୍ରଛାତ୍ରୀ ଦେବେ ଇମ୍ପୃଭମେଣ୍ଟ ପରୀକ୍ଷା । ଅଧିକା ପଢନ୍ତୁ

ପ୍ରକାଶ ପାଇଲା ନବମ ଶ୍ରେଣୀ ପରୀକ୍ଷା ଫଳ: ପାସ ହାର ୮୭.୨୦ ପ୍ରତିଶତ

author img

By

Published : May 17, 2022, 5:40 PM IST

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର 9ମ ଶ୍ରେଣୀ ପରୀକ୍ଷା ଫଳ । ଚଳିତ ଥର ମୋଟ ପାସ ହାର ରହିଛି 87.20 । A-1 ଗ୍ରେଡରେ 9,039 ଜଣ ଛାତ୍ରାଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ A-2 ଗ୍ରେଡରେ 58,991 ଜଣ ଓ B-1 ଗ୍ରେଡରେ 1,18,792 ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି । ସେହିପରି B-2 ଗ୍ରେଡରେ 14,5,163 ଜଣ ଛାତ୍ରଛାତ୍ରୀ, C ଗ୍ରେଡରେ 1,09,573 ଜଣ,D ଗ୍ରେଡରେ 46970 ଜଣ, E ଗ୍ରେଡରେ 5,310 ଜଣ ଛାତ୍ରାଛାତ୍ରୀ ପାସ କରିଛନ୍ତି ।

ପ୍ରକାଶ ପାଇଲା ନବମ ଶ୍ରେଣୀ ପରୀକ୍ଷା ଫଳ
ପ୍ରକାଶ ପାଇଲା ନବମ ଶ୍ରେଣୀ ପରୀକ୍ଷା ଫଳ

ଚଳିତ ଥର ମୋଟ ମୋଟ 5 ଲକ୍ଷ 51 ହଜାର 334 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । F (I) ଗ୍ରେଡରେ 27,358 ଜଣ ଓ F (II) ଗ୍ରେଡରେ 30,138 ଜଣ ରହିଛନ୍ତି । F (I) ଗ୍ରେଡ ପାଇଥିବା ଛାତ୍ରଛତ୍ରୀଙ୍କୁ ପାସ ଘୋଷଣା କରଯାଇଛି । ସେହିପରି F (II) ଗ୍ରେଡ ପାଇଥିବା ଛାତ୍ରଛାତ୍ରୀ ଇମ୍ପୃଭମେଣ୍ଟ ପରୀକ୍ଷା ଦେବେ । ଏହି F (II) ବର୍ଗକୁ ବାଦ ଦେଲେ ଅନ୍ୟ ସମସ୍ତ ଗ୍ରେଡ ପାଇଥିବା ସମସ୍ତ ଛାତ୍ରଛାତ୍ରୀ ଦଶମ ଶ୍ରେଣୀକୁ ଉନ୍ନିତ ହେବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.