ETV Bharat / city

ବୁଧବାର ଠୁ ମାଟ୍ରିକ ପରୀକ୍ଷା; ନୂଆ ପାର୍ଟନକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ

author img

By

Published : Feb 18, 2020, 7:07 PM IST

ଆସନ୍ତାକାଲି ଠୁ ମାଟ୍ରିକ ପରୀକ୍ଷା। ଚଳିତ ବର୍ଷ ପରୀକ୍ଷା ଦେବେ 5 ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ । ସେପଟେ, ପରୀକ୍ଷାର ନୂଆ ପାର୍ଟନକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ । ଅଧିକ ପଢନ୍ତୁ...

matric exam
ରାତି ପାହିଲେ ମାଟ୍ରିକ ପରୀକ୍ଷା

କଟକ: ରାତି ପାହିଲେ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ 2,888ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ 5 ଲକ୍ଷ 60 ହଜାରରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ । ପରୀକ୍ଷା ସକାଳ 10ଟାରୁ ଆରମ୍ଭ ହୋଇ ଅପରାହ୍ନ 12ଟା 30ରେ ଶେଷ ହେବ ।

ରାତି ପାହିଲେ ମାଟ୍ରିକ ପରୀକ୍ଷା

ଚଳିତ ବର୍ଷ ନୂତନ ପାର୍ଟନରେ ପରୀକ୍ଷା ଦେଉଥିବାରୁ ଚିନ୍ତାରେ ପରୀକ୍ଷାର୍ଥୀ । ଆସନ୍ତାକାଲି ମାତୃଭାଷା ପରୀକ୍ଷା ଥିବାରୁ ପରୀକ୍ଷାର୍ଥୀଙ୍କୁ ଟିକେ ଚାପମୁକ୍ତ କରିଛି । ସେହିପରି ଚାପମୁକ୍ତ ପରୀକ୍ଷା ଦେବାକୁ ବୋର୍ଡ ସଭାପତି ପରୀକ୍ଷାର୍ଥୀଙ୍କ ପରାମର୍ଶ ଦେଇଛନ୍ତି । ପ୍ରଶ୍ନପତ୍ରକୁ ଭଲ ଭାବରେ ପଢି ସୁସ୍ଥ ମାନସିକତା ସହ ପରୀକ୍ଷା ଦେବାକୁ ସଭାପତି ପରାମର୍ଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.