ETV Bharat / city

ଠକେଇ ମାମଲାରେ 4 ଅଭିଯୁକ୍ତ ଗିରଫ - 4 acused arrested ij cuttack

ପୁରଣା ଟଙ୍କା ଦେଇ ନୂଆ ଟଙ୍କାର ପ୍ରଲୋଭନ ଦେଖାଇ 4 ଅଭିଯୁକ୍ତ ଗିରଫ । ତଦନ୍ତ ଜାରି ।

4 acused arrested ij cuttack
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Dec 8, 2019, 3:18 PM IST

କଟକ: 4 ମାସ ବ୍ୟବଧାନ ପରେ ଗିରଫ ହେଲା ମାଷ୍ଟର ମାଇଣ୍ଡ ମନୋଜ ପଟ୍ଟନାୟକ । ଦୀର୍ଘ ଦିନ ଧରି ତାର ଚକ୍ରବ୍ୟୁହୁରେ କରିବାରେ ସଫଳ ହୋଇଛି ।

ମିଳିଥିବା ସୂଚନାନୂସାରେ, ମନୋଜଙ୍କ ବ୍ୟତୀତ ଅନ୍ୟ ଅଭିଯୁକ୍ତ ମାନେ ହେଲେ ଅନୀଲ କୁମାର ଭୋଇ, ପ୍ରଦୀପ ସାମନ୍ତରାୟ ଓ ଇସାନ ଦାସ । ତେବେ ମନୋଜଙ୍କ ଘର ଜଗତସିଂହପୁରରେ ହୋଇଥିବାବେଳେ ଇସାନଙ୍କ ଘର କଟକ ସିଡିଏ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଅନେକ ଦିନ ଧରି ଏହି ଠକେଇ କାର୍ଯ୍ୟ କରିଆସୁଥିଲେ ଏହି ଗ୍ୟାଙ୍ଗ । ବିଶେଷକରି ନିଜର ଜଣାଶୁଣା ବ୍ୟକ୍ତିଙ୍କୁ ପୁରଣା ଟଙ୍କା ଦେଇ ନୂଆ ଟଙ୍କାର ପ୍ରଲୋଭନ ଦେଖାଇ ଠକୁ ଥିଲେ ଏମାନେ । ତେବେ ଠକାମୀର ଶିକାର ହୋଇଥିବା ଜଗତସିଂହପୁରର ସରୋଜ କାନ୍ତ ମହାନ୍ତି ଅଗଷ୍ଟ ମାସରେ ଚାଉଳିଆଗଞ୍ଜ ଥାନାରେ ଏମାନଙ୍କ ନାଁରେ ମାମଲା ରୁଜୁ କରିଥିଲେ । ଏହାପରେ ପୋଲିସ ଉକ୍ତ ଗ୍ୟାଙ୍ଗକୁ ଧରିବାକୁ ଚେଷ୍ଟା ଜାରି ରଖିଥିଲା । ଦୀର୍ଘ ଦିନର ବ୍ୟବଧାନ ପରେ ପୋଲିସ ଫାଶରେ ଏବେ ମାଷ୍ଟର ମାଇଣ୍ଡ ମନୋଜ ଓ ତାର 3 ସାଥୀ ।

4 acused arrested ij cuttack
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

ଗିରଫ ସମୟରେ ଏମାନଙ୍କ ପାଖରୁ କିଛି ଦରକାରୀ କାଗଜପତ୍ର ଓ 5ଟି ମୋବାଇଲ ଫୋନ ଜବତ କରିଛି ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: 4 ମାସ ବ୍ୟବଧାନ ପରେ ମିଳିଲା ସୁରାଗ । ଗିରଫ ହେଲା ମାଷ୍ଟର ମାଇଣ୍ଡ ମନୋଜ ପଟ୍ଟନାୟକ। ଦୀର୍ଘ ଦିନ ଧରି ସଧାରଣ ଲୋକଙ୍କୁ ଠକି ଆସୁଥିଲା ମନୋଜ । ତେବେ କମିଶନରେଟ ପୋଲିସ ମନୋଜ ଓ 3 ସହଯୋଗୀଙ୍କୁ ଗିରଫ କରିଛି ।

ଅନେକ ଦିନ ଧରି ଏହି ଠକେଇ କାର୍ଯ୍ୟ କରିଆସୁଥିଲେ ଏହି ଗ୍ୟାଙ୍ଗ । ବିଶେଷକରି ନିଜର ଓ ଚିନହା ଜଣା ଵ୍ୟକ୍ତି ଙ୍କୁ ପୁରଣା ଟଙ୍କା ଦେଇ ନୂଆ ଟଙ୍କା ର ପ୍ରଲୋଭନ ଦେଖାଇ ଠକୁ ଥିଲେ ଏମାନେ । କିନ୍ତୁ ଅଗଷ୍ଟ ମାସ ରେ ଜଗତସିଂହପୁର ର ସରୋଜ କାନ୍ତ ମହାନ୍ତି ଙ୍କ ଚାଉଳିଆଗଞ୍ଜ ଥାନା ରେ ଏମାନଙ୍କ ନାଁ ରେ ମାମଲା ରୁଜୁ କରିବା ପରେ ପୋଲିସ ଏହି ଗ୍ୟାଙ୍ଗ କୁ ରାତି ଦିନ ଏକ କରି ଖୋଜିଥିଲା । ଓ ଦୀର୍ଘ ଦିନ ର ବ୍ୟବଧାନ ପରେ ପୋଲିସ ହ୍ୟାଣ୍ଡକପ ରେ ମନୋଜ ଓ 3 ସାଥି ।

ଏହି ଅଭିଯୁକ୍ତ ମାନେ ହେଲେ ମନୋଜ ପଟ୍ଟନାୟକ , ଅନୀଲ କୁମାର ଭୋଇ , ପ୍ରଦୀପ ସାମନ୍ତରାୟ, ଓ ଇସାନ ଦାସ । ଏହି 4 ଜଣକ ମଧ୍ୟରୁ ଉପରସ୍ତ ଜଣକ ଙ୍କ ଘର ଜଗତସିଂହପୁର ଜିଲ୍ଲାରେ ହୋଇଥିଲା ବେଳେ ଇସାନ ଙ୍କ ଘର କଟକ ସିଡିଏ ବୋଲି ଜଣାପଡିଛି । ଗିରଫ ସମୟରେ ଏମାନଙ୍କ ପାଖରୁ କିଛି ଦରକାରୀ କାଗଜପତ୍ର ଓ 5 ଟି ମୋବାଇଲ ଫୋନ ଜବତ କରିଛି ପୋଲିସ ।

Body:ବାଇଟ: ଅଖିଳେସ୍ୱର ସିଂ( କଟକ ଡିସିପି)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.