ETV Bharat / city

କଟକକୁ ସଙ୍କଟ, ପୁଣି 34 ପଜିଟିଭ ଚିହ୍ନଟ

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ 5 ପିଜିଟିଭ ଚିହ୍ନଟ ହୋଇଥିଲା ବେଳେ ଏକ ଘରୋଇ ମେଡିକାଲରୁ 6 ଓ ଅନ୍ୟାନ୍ୟ ସ୍ଥାନରୁ 23 ପିଜିଟିଭ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛି ଜିଲା ପ୍ରଶାସନ । ଅଧିକ ପଢନ୍ତୁ...

କଟକକୁ ସଙ୍କଟ, ପୁଣି 34 ପଜିଟିଭ ଚିହ୍ନଟ
କଟକକୁ ସଙ୍କଟ, ପୁଣି 34 ପଜିଟିଭ ଚିହ୍ନଟ
author img

By

Published : Jul 3, 2020, 10:45 PM IST

କଟକ: କଟକରୁ ପୁଣି 34 ପିଜିଟିଭ ଚିହ୍ନଟ । ଯାହାକୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ 5 ପିଜିଟିଭ ଚିହ୍ନଟ ହୋଇଥିଲା ବେଳେ ଏକ ଘରୋଇ ମେଡିକାଲରୁ 6 ଓ ଅନ୍ୟାନ୍ୟ ସ୍ଥାନରୁ 23 ପିଜିଟିଭ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛି ଜିଲା ପ୍ରଶାସନ ।

ତେବେ ବଡ଼ମ୍ବା ଓ ନରସିଂହ ପୁରରୁ ଗୋଟିଏ ଲେଖାଏଁ ପିଜିଟିଭ ଚିହ୍ନଟ କରାଯାଇଛି । ଏହାରି ମଧ୍ୟରେ ଗୁରୁବାର କର୍କଟ କେନ୍ଦ୍ରରେ କୋରୋନା ରେକର୍ଡ ଛୁଇଁଥିଲା । ଗୋଟିଏ ଦିନରେ ଏଠାରୁ 55 ପିଜିଟିଭ ମାମଲା ସାମ୍ନାକୁ ଆସିଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.