ETV Bharat / city

28 ରୁ ଘଡଘଡି ସହ ବର୍ଷା, ବଢିବ ତାପମାତ୍ରା - ବୁଧବାର ପର୍ଯ୍ୟନ୍ତ ଲାଗିରହିପାରେ ବର୍ଷା

ଆସନ୍ତା ବୁଧବାର ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିପାରେ ବର୍ଷା । ସୋନପୁରର ଲଗାତାର ଭାବେ ରାଜ୍ୟର ଥଣ୍ଡା ସହର ଭାବେ ପରିଣତ ହୋଇଛି । କିଛି ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କଲା ପାଣିପାଗ ବିଭାଗ । କେଉଁ ଜିଲ୍ଲାପାଇଁ ଜାରି ହେଲା ୟେଲୋ ୱାର୍ଣ୍ଣିଙ୍ଗ ପଢନ୍ତୁ ସଂପୂର୍ଣ୍ଣ ଖବର ...

HR BISWAS
HR BISWAS
author img

By

Published : Jan 28, 2020, 12:02 AM IST

Updated : Jan 28, 2020, 3:30 AM IST

ଭୁବନେଶ୍ବର: ବର୍ଷାରେ ଭିଜିବ ସାରା ଓଡିଶା। ୨୮ ତାରିଖ ଠାରୁ ରାଜ୍ୟରେ ଦୁଇ ଦିନ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମଙ୍ଗଳବାର ମଧ୍ୟାହ୍ନରୁ ଉତ୍ତର ଏବଂ ଦକ୍ଷିଣ ଉପକୂଳ ଜିଲ୍ଲା ଗୁଡିକରେ ଘଡଘଡି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ବୁଧବାର ପର୍ଯ୍ୟନ୍ତ ଲାଗିରହିପାରେ ବର୍ଷା; ସତର୍କ କଲା ପାଣିପାଗ ବିଭାଗ

୨୯ ଜାନୁଆରୀରୁ ଉତ୍ତର ଓଡିଶାର ଗୋଟିଏ ଦୁଇଟି ସ୍ଥାନ ସହ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ମୟୁରଭଞ୍ଜ ଏବଂ କଟକରେ ଘଡଘଡି ସହ ବର୍ଷା ହେବ । ଏନେଇ ସଂପୃକ୍ତ ଜିଲ୍ଲା ଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୨ରୁ ୩ ଦିନ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ୩୦ ତାରିଖରୁ ବିଭିନ୍ନ ସ୍ଥାନରେ କୁହୁଡି ଲାଗି ରହିବ। ଗତ ୨୪ ଘଣ୍ଟାରେ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ବର୍ଷାରେ ଭିଜିବ ସାରା ଓଡିଶା।

Body:ସାବଧାନ ଓଡିଶା ବାସୀ, ଆଗକୁ ଆସୁଛି ବର୍ଷା।

ବର୍ଷାରେ ଭିଜିବ ସାରା ଓଡିଶା।୨୮ ତାରିଖରୁ ରାଜ୍ୟରେ ଦୁଇ ଦିନ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି।୨୮ ତାରିଖ ମଧ୍ୟାହ୍ନରୁ ଉତ୍ତର ଏବଂ ଦକ୍ଷିଣ ଉପକୂଳ ଜିଲ୍ଲା ଗୁଡିକରେ ଘଡଘଡି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।୨୯ ଜାନୁଆରୀ ରୁ ଉତ୍ତର ଓଡିଶାର ଗୋଟିଏ ଦୁଇଟି ସ୍ଥାନ ,କେଓଁଝର, ଅନୁଗୁଳ,ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ,କେନ୍ଦ୍ରାପଡା, ଜଗତସିଂହପୁର, ମୟୁରଭଞ୍ଜ ଏବଂ କଟକରେ ଘଡଘଡି ସହ ବର୍ଷା ହେବା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

ଆସନ୍ତା ୨,୩ ଦିନ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ।୩୦ ତାରିଖରୁ ବିଭିନ୍ନ ସ୍ଥାନରେ କୁହୁଡି ଲାଗି ରହିବ।ଗତ ୨୪ ଘଣ୍ଟା ରେ ସୋନପୁର ରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି।

ତେବେ ଧାନ ଅମଳ ସମୟ ହୋଇଥିବାରୁ,ସମବାୟ ବିଭାଗ ପକ୍ଷରୁ ଧାନ କ୍ରୟ ନେଇ ବିଭିନ୍ନ ଧାନ ମଣ୍ଡିରେ ଧାନ ପଡିରହିଛି।ଚାଷୀ ନିଜ ଧାନ କୁ ପଲିଥିନ ମାଧ୍ୟମରେ ଘୋଡାଇ ରଖିବାର ଆବଶ୍ୟକତା ରହିଛି।

Conclusion:
Last Updated : Jan 28, 2020, 3:30 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.