ETV Bharat / city

ନୂତନ ଶିକ୍ଷାନୀତିକୁ ଅନୁଶୀଳନ ପରେ କାର୍ଯ୍ୟକାରୀ କରିବୁ: ଅରୁଣ ସାହୁ

author img

By

Published : Aug 7, 2020, 4:47 PM IST

ଗତ ଜୁଲାଇ 29 ତାରିଖ ଦିନ ଦେଶରେ ନୂତନ ଶିକ୍ଷାନୀତି ଲାଗୁ କରିଛନ୍ତି କେନ୍ଦ୍ର ସରକାର । ନୂତନ ଶିକ୍ଷା ନୀତିକୁ ଅନୁଶୀଳନ ପରେ କାର୍ଯ୍ୟକାରୀ କରିବୁ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି । ଅଧିକ ପଢନ୍ତୁ...

ନୂତନ ଶିକ୍ଷାନୀତିକୁ ଅନୁଶୀଳନ ପରେ କାର୍ଯ୍ୟକାରୀ କରିବୁ: ଅରୁଣ ସାହୁ
ନୂତନ ଶିକ୍ଷାନୀତିକୁ ଅନୁଶୀଳନ ପରେ କାର୍ଯ୍ୟକାରୀ କରିବୁ: ଅରୁଣ ସାହୁ

ଭୁବନେଶ୍ବର: କେନ୍ଦ୍ର ସରକାର ଗତ ଜୁଲାଇ 29 ତାରିଖ ଦିନ ଦେଶରେ ନୂତନ ଶିକ୍ଷାନୀତି ଲାଗୁ କରିଛନ୍ତି । ନୂତନ ଶିକ୍ଷା ନୀତିକୁ ଅନୁଶୀଳନ ପରେ କାର୍ଯ୍ୟକାରୀ କରିବୁ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ।

ଦୀର୍ଘ 34 ବର୍ଷ ପରେ ଜାତୀୟ ଶିକ୍ଷା ନୀତିରେ କେନ୍ଦ୍ର ସରକାର ଅମୂଳଚୂଳ ପରିବର୍ତ୍ତନ କରିଛନ୍ତି । ଏହି ଶିକ୍ଷା ନୀତିରେ ବ୍ୟାପକ ପରିବର୍ତ୍ତନ ଆସିଥିବା ବେଳେ ଏହା ଉପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଅଭିଭାଷଣ ରଖିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଇ-କନକ୍ଲେଭରେ ଶିକ୍ଷା ନୀତିରେ ଆସିଥିବା ପରିବର୍ତ୍ତନ ଉପରେ ଆଲୋଚନା କରିଛନ୍ତି। ଏହି ନୂତନ ଶିକ୍ଷା ନୀତି ଉପରେ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ,ଜାତୀୟ ଶିକ୍ଷା ନୀତି କେନ୍ଦ୍ର କ୍ୟାବିନେଟରେ ପାସ୍ ହୋଇଛି।

ନୂତନ ଶିକ୍ଷାନୀତିର ସଂକ୍ଷିପ୍ତ ବିବରଣୀ ୬୭ ପୃଷ୍ଠାର ୱେବସାଇଟରେ ରହିଛି। ସଂପୂର୍ଣ୍ଣ ବିବରଣୀ ଏନେଇ ହସ୍ତଗତ ହେଲେ ଆମେ ଅନୁଶୀଳନ କରିବୁ। ବିଶେଷ କରି ଓଡ଼ିଶା ପରିପ୍ରେକ୍ଷୀରେ କିଭଳି ଏହା ପ୍ରୟୋଗ କରିହେବ ତା ଉପରେ ବ୍ୟାପକ ବିଚାରବିମର୍ଶ କରିବୁ ବୋଲି ମନ୍ତ୍ରୀ କହିଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.