ETV Bharat / city

ସରକାରଙ୍କୁ ବିଜୟ ମହାପାତ୍ରଙ୍କ ପରାମର୍ଶ, ବାହାରେ ଫସିଥିବା ଓଡିଆଙ୍କୁ ସାହାଯ୍ୟ କର

author img

By

Published : Apr 17, 2020, 5:17 PM IST

କର୍ଣ୍ଣାଟକ, ଗୁଜୁରାଟ, ବାଙ୍ଗାଲୁରୁରେ ଓଡିଆ ଲୋକଙ୍କ ଅବସ୍ଥା ଶୋଚନୀୟ। ସେମାନଙ୍କ ପାଖରେ ଖାଦ୍ୟପଦାର୍ଥ ନାହିଁ। ତୁରନ୍ତ ମନ୍ତ୍ରୀସ୍ତରୀୟ କମିଟି ଗଠନ କର । 48 ଘଣ୍ଟା ଭିତରେ ଆବଶ୍ୟକୀୟ ଖାଦ୍ୟପଦାର୍ଥ ଯୋଗାଆ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।

vijay-mohapatras-advice-to-the-government-help-the-odias-who-are-stucked-outside
ସରକାରଙ୍କୁ ବିଜୟ ମହାପାତ୍ରଙ୍କ ପରାମର୍ଶ, ବାହାରେ ଫଶିଥିବା ଓଡିଆଙ୍କୁ ସାହାଯ୍ୟ କର

ଭୁବନେଶ୍ବର: ସାରା ଭାରତରେ ଲକ୍‌ଡାଉନ । ଫଳରେ ଲୋକମାନେ ନିଜ ଘରକୁ ଫେରି ପାରି ନାହାଁନ୍ତି । ଯିଏ ଯେଉଁଠି ଥିଲେ ସେଇଠି ଫସି ରହିଛନ୍ତି । ତେବେ ଏହି ସମୟରେ ରାଜ୍ୟ ବାହାରେ ଫସି ରହିଥିବା ଓଡିଆଙ୍କ କଥା ବୁଝିବାକୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ।

କର୍ଣ୍ଣାଟକ, ଗୁଜୁରାଟ, ବାଙ୍ଗାଲୁରୁରେ ଓଡିଆ ଲୋକଙ୍କ ଅବସ୍ଥା ଶୋଚନୀୟ। ସେମାନଙ୍କ ପାଖରେ ଖାଦ୍ୟପଦାର୍ଥ ନାହିଁ। ତୁରନ୍ତ ମନ୍ତ୍ରୀସ୍ତରୀୟ କମିଟି ଗଠନ କର, 48 ଘଣ୍ଟା ଭିତରେ ଆବଶ୍ୟକୀୟ ଖାଦ୍ୟପଦାର୍ଥ ଯୋଗାଆ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରାଜ୍ୟ ସରକାର ଓଡିଶାରେ ନେଇଥିବା ପଦକ୍ଷେପ କୋରୋନା ରାକିବାରେ ସଫଳ ହୋଇଛି। ହେଲେ ବାହାରେ ଫଶିଥିବା ଓଡିଆଙ୍କ କଥା ବୁଝିବାକୁ ସେ ଅପିଲ କରିଛନ୍ତି।

ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରି ସେମାନଙ୍କ ନିକଟରେ ସରକାର ପହଞ୍ଚିବା ଦରକାର ବୋଲି ସେ କହିଛନ୍ତି।24 ଘଣ୍ଟିଆ କଲ ସେଣ୍ଟର ଖୋଲ। ଫୋନ ଉଠାଅ। ସଚିବଙ୍କ ଅପେକ୍ଷା ମନ୍ତ୍ରୀମାନେ ସେମାନଙ୍କ ଦୁଃଖ ଅଧିକ ବୁଝି ପାରିବେ। ଓଡିଶାରେ ଅବସ୍ଥା ନିୟନ୍ତ୍ରଣରେ ରହିଛି। ସ୍ଥିତି ସୁଧୁରୁଛି। କିନ୍ତୁ ବାହାରେ ଓଡିଆଙ୍କ ଅବସ୍ଥା ପୂରା ଖରାପ। ଆହୁରି 15 ଦିନ ରହିବେ । ତୁରନ୍ତ ସେମାନଙ୍କ ଦୁଃଖ ବୁଝ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.