ETV Bharat / city

ସୋମବାର ଠାରୁ ବ୍ୟାପକ ହେବ ଟୀକାକରଣ

author img

By

Published : Jun 5, 2021, 5:51 PM IST

ରାଜଧାନୀରେ ସବୁ ବର୍ଗଙ୍କ ହେବ ଟୀକାକରଣ । 1929 ଜଣ ସ୍ୱତନ୍ତ୍ର ବ୍ୟକ୍ତି ବିଶେଷଙ୍କୁ ନିୟୋଜିତ କରାଯିବ ଏହି ଟୀକାକରଣ କାର୍ଯ୍ୟକ୍ରମରେ । ଅଧିକ ପଢନ୍ତୁ...

ସୋମବାର ଠାରୁ ବ୍ୟାପକ ହେବ ଟୀକାକରଣ।
ସୋମବାର ଠାରୁ ବ୍ୟାପକ ହେବ ଟୀକାକରଣ।

ଭୁବନେଶ୍ବର: ସ୍ମାର୍ଟସିଟିରେ ସବୁ ବର୍ଗଙ୍କୁ ଟୀକାକରଣରେ ସାମିଲ କରିବା ପାଇଁ ପ୍ରୟାସ ଆରମ୍ଭ କଲା ବିଏମସି । ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ଟୀକାକରଣରେ ବିଭିନ୍ନ ବର୍ଗଙ୍କୁ ସାମିଲ କରିଛି ବିଏମସି । ଏହି ପ୍ରକ୍ରିୟାକୁ ସୋମବାର ଠାରୁ ଅଧିକ ବ୍ୟାପକ କରାଯିବ । ୧୮ ରୁ ୪୪ ବର୍ଷ ବର୍ଗଙ୍କ ମଧ୍ୟରେ ଚିନ୍ତା ବଢିଛି । ସୋମବାର ବା ମଙ୍ଗଳବାର ଠାରୁ ଅଗ୍ରାଧିକାର ଓ ପ୍ରାଥମିକତା ଭିତ୍ତିରେ ଡୋଜ୍ ସହ ସ୍ଲଟ ବୁକିଂ କରାଯିବ ।

ସୋମବାର ଠାରୁ ବ୍ୟାପକ ହେବ ଟୀକାକରଣ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖୁବଶୀଘ୍ର ସମସ୍ତଙ୍କୁ ଟୀକାକରଣରେ ସମିଲ କରାଯିବ । ସୋମବାର ଠାରୁ ଅକ୍ସିଜେନ କନସେଣ୍ଟଟେଟର ଆପ ମାଧ୍ୟମରେ ବୁକ କରିପାରିବେ ଓ ତାହାର ବ୍ୟବହାର ସମ୍ପର୍କରେ ସୂଚନା ଦିଆଯିବ । 1929 ଜଣ ସ୍ୱତନ୍ତ୍ର ବ୍ୟକ୍ତି ବିଶେଷଙ୍କୁ ନିୟୋଜିତ କରାଯିବ ।

ଇତିମଧ୍ୟରେ ସେମାନଙ୍କୁ ମଧ୍ୟ ତାଲିମ ଦିଆଯାଇଛି । ବର୍ତ୍ତମାନ ୧୦୦ ଅକ୍ସିଜେନ କନସେଣ୍ଟଟେଟର ପାଇଛୁ ଆବଶ୍ୟକ ସ୍ଥଳେ ଏହି ସଂଖ୍ୟା ବୃଦ୍ଧି କରାଯିବ । ରୋଗୀଙ୍କ ସମ୍ପର୍କରେ ସମ୍ପର୍କୀୟଙ୍କୁ ତଥ୍ୟ ଯୋଗାଇବାକୁ ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.