ETV Bharat / city

ହୋମ ଡେଲିଭରି କର୍ମଚାରୀଙ୍କୁ ଟୀକାକରଣ କଲା ବିଏମସି - ଡେଲିଭରି କର୍ମଚାରୀ

କୋରୋନା ସମୟରେ ନିଜକୁ ନିୟୋଜିତ କରି ବିନା ଦ୍ବିଧାରେ ନିଜକୁ ସମର୍ପଣ କରିଆସିଥିବା କର୍ମଚାରୀଙ୍କୁ ଟୀକାକରଣ । ଅଧିକ ପଢନ୍ତୁ...

ହୋମ୍ ଡେଲିଭରି କର୍ମଚାରୀଙ୍କୁ ଟୀକାକରଣ କଲା ବିଏମସି

author img

By

Published : Jun 11, 2021, 10:03 PM IST

ଭୁବନେଶ୍ବର: ସ୍ମାର୍ଟସିଟିରେ ହୋମ ଡେଲିଭରି କର୍ମଚାରୀଙ୍କୁ ଟୀକାକରଣ । କୋରୋନା ମହାମାରୀକୁ ହରାଇବା ପାଇଁ ବିଏମସି ପକ୍ଷରୁ ଉଦ୍ୟମ ଜାରି ରହିଛି । ମହାମାରୀ ସମୟରେ ଭୁବନେଶ୍ୱରରେ ଘରେ ଘରେ ଜିନିଷ ପତ୍ର ପହଞ୍ଚାଇବା ପାଇଁ ନିଜକୁ ସମର୍ପଣ କରିଥିବା ବିଭିନ୍ନ ହୋମ ଡେଲିଭରି କର୍ମଚାରୀଙ୍କୁ ବିଏମସି ପକ୍ଷରୁ ଟୀକାକରଣ କରାଯାଇଛି ।

ହୋମ୍ ଡେଲିଭରି କର୍ମଚାରୀଙ୍କୁ ଟୀକାକରଣ କଲା ବିଏମସି

ଶୁକ୍ରବାର, ସପ୍ତମ ବାଟାଲିୟନରେ ୟୁପିଏମଇ ସ୍କୁଲରେ ସ୍ୱତନ୍ତ୍ର ଟୀକାକରଣ କ୍ୟାମ୍ପରେ ଭୁବନେଶ୍ୱରର ସ୍ୱିଗି ହୋମ ଡେଲିଭରି କମ୍ପାନୀର କର୍ମଚାରୀଙ୍କୁ ଟୀକା ଦିଆଯାଉଛି । ଯାହାକୁ ସ୍ୱାଗତ କରିଛନ୍ତି ହୋମ ଡେଲିଭରି ସଂସ୍ଥା କର୍ମଚାରୀ । ସେପଟେ ବିଏମସି କତ୍ତୃପକ୍ଷଙ୍କ ସୂଚନାନୁଯାୟୀ ଆଗକୁ ସବୁ ବର୍ଗର ଲୋକଙ୍କୁ ଟୀକାକରଣରେ ସାମିଲ କରିବା ପାଇଁ ଚେଷ୍ଟା କରିବ ବିଏମସି ।

ପୂର୍ବରୁ ଜରାଶ୍ରମ, ଶଯ୍ୟାଶାୟୀ, ଆପାର୍ଟମେଣ୍ଟ, ହୋଟେଲ ଓ ରେଷ୍ଟୁରାଣ୍ଟ କର୍ମଚାରୀ, ଆଇଟି କମ୍ପାନୀ କର୍ମଚାରୀ ଆଉ ଏବେ ହୋମ ଡେଲିଭରି କର୍ମଚାରୀଙ୍କୁ ଟିକା ଦିଆଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.