ETV Bharat / city

ମୋ ସରକାରରେ ସାମିଲ ନଗର ଉନ୍ନୟନ ବିଭାଗ

author img

By

Published : Jan 10, 2020, 11:17 PM IST

Updated : Jan 11, 2020, 9:55 AM IST

ମୋ ସରକାରରେ ଯୋଡି ହେଲା ନଗର ଉନ୍ନୟନ ବିଭାଗ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତି ନଗର ଉନ୍ନୟନ ବିଭାଗରେ ‘ମୋ ସରକାର’ ଶୁଭାରମ୍ଭ ହୋଇଛି। ଅଧିକ ପଢ଼ନ୍ତୁ...

urban development department, urban development department included in mo sarakar, mo sarakar, ମୋ ସରକାରରେ ଜୋଡି ହେଲା ନଗର ଉନ୍ନୟନ ବିଭାଗ, ନଗର ଉନ୍ନୟନ ବିଭାଗ, ପ୍ରତାପ ଜେନା
ମୋ ସରକାରରେ ସାମିଲା ହେଲା ନଗର ଉନ୍ନୟନ ବିଭାଗ

ଭୁବେନଶ୍ବର: ‘ମୋ ସରକାର’ ରେ ଯୋଡି ହେଲା ଆଉ ଏକ ବିଭାଗ। ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ଓ ନଗର ଉନ୍ନୟନ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ୫T ସଚିବ ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ନଗର ଉନ୍ନୟନ ବିଭାଗର ଅଧିକାରୀଙ୍କ ସହ ‘ମୋ ସରକାର’ ବାବଦରେ ଅଧିକାରୀଙ୍କୁ ଅବଗତ କରାଇଛନ୍ତି।

‘ମୋ ସରକାର’ ଫଣ୍ଡା ହେଉଛି ଲୋକଙ୍କ ମତାମତ ଆଧାରରେ ଯେଉଁ ଅଧିକାରୀ ଭଲ କାର୍ଯ୍ୟ କରିଥିବେ ସେମାନଙ୍କୁ ସରକାର ପ୍ରଶଂସା ସହ ପଦନ୍ନୋତି ଦେବେ । ଏହା ସହ ଯେଉଁ ଅଧିକାରୀ କାର୍ଯ୍ୟରେ ଅବହେଳା କରୁଥିବେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବେ ବୋଲି ବୁଝାଇଛନ୍ତି ୫T ସଚିବ।

ମୋ ସରକାରରେ ସାମିଲା ହେଲା ନଗର ଉନ୍ନୟନ ବିଭାଗ

ପୂର୍ବରୁ ‘ମୋ ସରକାର’ ରେ ଅନେକ ବିଭାଗ ସାମିଲ ହୋଇସାରିଛି । ଗତ ଅକ୍ଟୋବର 2ତାରିଖରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଉଭୟ ଗୃହ ଓ ସ୍ଵାସ୍ଥ୍ୟ ବିଭାଗରେ ଏହି କାର୍ଯ୍ୟକ୍ରମ ଲାଗୁ ପରେ ଲୋକଙ୍କ ଠାରୁ ସିଧାସଳଖ ମତାମତ ନିଆଯାଉଛି।

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ‘ମୋ ସରକାର’ ର ଶୁଭାରମ୍ଭ ହୋଇଛି। ଜନ ସାଧାରଣଙ୍କ ଠାରୁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ସଚିବ ଫୋନ ଯୋଗେ ନେବେ ମତାମତ। ସମୟସୀମା ଓ ସ୍ୱଚ୍ଛତାରେ ମିଳିବ ସେବା। ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, 5ଟି ସଚିବ ଭିକେ ପଣ୍ଡିଆନ, ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro: ମୋ ସରକାର ରେ ଯୋଡି ହେଲା ଆଉ ଏକ ବିଭାଗ ।ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ଓ ନିଗର ଉନ୍ନୟନ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି।ଏହି ଅବସରରେ ୫ଟି ସଚିବ ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ନିଗର ଉନ୍ନୟନ ବିଭାଗର ଅଧିକାରୀ ଙ୍କ ସହ ମୋ ସରକାର ବିଷୟରେ ଅଧିକାରୀ ଙ୍କୁ ବୁଝାଇଛନ୍ତି ।ମୋ ସରକାର ଫଣ୍ଡା ।ଲୋକଙ୍କ ମତାମତ ଆଧାରରେ ଯେଉଁ ଅଧିକାରୀ ମାନେ ଭଲ କାର୍ଯ୍ୟ କରିଥିବେ ସେମାନଙ୍କୁ ସରକାର ପ୍ରଶଂସା ସହ ପଦନ୍ନୋତି ଦେବେ ।
[Body:ଏହା ସହ ଯେଉଁ ଅଧିକାରୀ ମାନେ କାର୍ଯ୍ୟ ରେ ଅବହେଳା କରୁଥିବେ ସେମାନଙ୍କ ପ୍ରତି କାର୍ଯ୍ଯାନୁଷ୍ଠାନ ହେବେ ବୋଲି ବୁଝାଇଛନ୍ତି ୫ଟି ସଚିବ ।ପୂର୍ବରୁ ମୋ ସରକାର ରେ ଅନେକ ବିଭାଗ ମୋ ସରକାର ରେ ସାମିଲ ହୋଇସାରିଛି ।ଗତ ଅକ୍ଟୋବର ୨ତାରିଖରୁ ମୋ ସରକାର କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା ।ଉଭୟ ଗୃହ ଓ ସ୍ଵାସ୍ଥ୍ୟ ବିଭାଗରେ ଏହି କାର୍ଯ୍ୟକ୍ରମ ଲାଗୁ ପରେ ଲୋକଙ୍କ ଠାରୁ ସାଧାସଳକ ଫିଡବ୍ୟାକ୍ ନିଆଯାଉଛି ।Conclusion:ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ହେଲା ମୋ ସରକାର ର ଶୁଭାରମ୍ଭ। ଜନ ସାଧାରଣ ଙ୍କ ଠାରୁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ସଚିବ ଫୋନ ଯୋଗେ ନେବେ ଫିଡ଼ବ୍ୟାକ । ସମୟସୀମା ଓ ସ୍ୱଚ୍ଛତାରେ ମିଳିବ ସେବା । ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, 5ଟି ସଚିବ ଭି କେ ପଣ୍ଡିଆନ, ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।
ବାଇଟ - ପ୍ରତାପ ଜେନା, ମନ୍ତ୍ରୀ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ
Last Updated : Jan 11, 2020, 9:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.