ରାଜ୍ୟରେ ଆଉ 138ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 125ଟି କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 13 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2994ରେ ପହଞ୍ଚିଛି । ସେପଟେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 179415 ଟି ଟେଷ୍ଟ ହୋଇଛି । 1894 ଜଣ ସୁସ୍ଥ ହୋଇଥିବାବେଳେ 9 ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ 1089ଟି ସକ୍ରିୟ ମାମଲା ରହିଛି ।
ରାଜ୍ୟରେ 2994 ଆକ୍ରାନ୍ତ, 1894 ସୁସ୍ଥ - odisha corona update
10:29 June 08
ରାଜ୍ୟରେ 138ଟି ନୂଆ ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ 13
06:37 June 08
ଦିନକରେ 75 ଆକ୍ରାନ୍ତ, 178 ସୁସ୍ଥ
ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ 75 ଜଣ ଆକ୍ରାନ୍ତ ହୋଇଥିବାବେଳେ 178 ଜଣ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2856ରେ ପହଞ୍ଚିଛି । ସେପଟେ 1894 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 9 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 951 ଟି ସକ୍ରିୟ ମାମଲା ରହିଛି ।