ରାଜ୍ୟର ପୁଣି 110 କୋରୋନା ଆକ୍ରାନ୍ତ ଚିହ୍ନଟ । 17 ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି 110 ଆକ୍ରାନ୍ତ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3250ରେ ପହଞ୍ଚିଛି । ସେପଟେ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା 2133 ହୋଇଥିବାବେଳେ 9 ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ 1106ଟି ସକ୍ରିୟ ମାମଲା ରହିଛି ।
ରାଜ୍ୟରେ 3250 ଆକ୍ରାନ୍ତ, 2133 ସୁସ୍ଥ - odisha corona update
10:53 June 10
ରାଜ୍ୟରେ 110ଟି ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 3250କୁ ବୃଦ୍ଧି
06:04 June 10
ରାଜ୍ୟରେ 3140 ଆକ୍ରାନ୍ତ, 2133 ସୁସ୍ଥ
ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ 146 ଜଣ ଆକ୍ରାନ୍ତ ହୋଇଥିବାବେଳେ 140 ଜଣ ସୁସ୍ଥ ହୋଇଛନ୍ତି । ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 3140ରେ ପହଞ୍ଚିଛି । ସେପଟେ ସୁସ୍ଥଙ୍କ ସଂଖ୍ୟା 2133 ଛୁଇଁଛି । ତେବେ 9 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 996 ଟି ସକ୍ରିୟ ମାମଲା ରହିଛି ।