ETV Bharat / city

11ରୁ ଖୋଲିବ ବିଶ୍ୱବିଦ୍ୟାଳୟ ଓ କଲେଜ, ଜାରି ହେଲା ଗାଇଡ଼ଲାଇନ - ଭୁବନେଶ୍ବର ଖବର

11ରୁ ଖୋଲିବ ବିଶ୍ୱବିଦ୍ୟାଳୟ ଓ କଲେଜ । ଜାରି ହେଲା ଗାଇଡ଼ଲାଇନ । ଅଧିକ ପଢନ୍ତୁ....

Universities and colleges will be open from 11 , guidelines issued
11ରୁ ଖୋଲିବ ବିଶ୍ୱବିଦ୍ୟାଳୟ ଓ କଲେଜ ,ଜାରି ହେଲା ଗାଇଡ଼ ଲାଇନ
author img

By

Published : Jan 3, 2021, 3:37 PM IST

Updated : Jan 3, 2021, 6:41 PM IST

ଭୁବନେଶ୍ବର: ଜାନୁଆରୀ 11ରୁ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ଏନେଇ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ମାର୍ଚ୍ଚ 16ରୁ 31 ଯାଏଁ ହେବ ୟୁଜି ସେମିଷ୍ଟର । ଶେଷବର୍ଷର ପରୀକ୍ଷା ଜୁନ 16ରୁ 30 ଯାଏଁ ହେବ। ଏହାସହ ବାର୍ଷିକ ପରୀକ୍ଷା ଜୁନ 11 ରୁ 30 ଯାଏଁ ଚାଲିବ। ୟୁଜିସି ଗାଇଡ଼ ଲାଇନ ଅନୁସାରେ ସମସ୍ତ ପରୀକ୍ଷା କରାଯିବ। ରାଜ୍ୟରେ କୋଭିଡ 19 ସ୍ଥିତିକୁ ନେଇ ଆସନ୍ତା 11 ତାରିଖ ସୋମବାର ଠାରୁ ୟୁଜି ଓ ପିଜି ପାଠ୍ୟକ୍ରମର କଲେଜ ଖୋଲିବ। ଏନେଇ ଗାଇଡ଼ଲାଇନ ଜାରି କରାଯାଇଛି।

Universities and colleges will be open from 11 , guidelines issued
11ରୁ ଖୋଲିବ ବିଶ୍ୱବିଦ୍ୟାଳୟ ଓ କଲେଜ ,ଜାରି ହେଲା ଗାଇଡ଼ ଲାଇନ
  • କୋଭିଡ କଟକଣା ମଧ୍ୟରେ ପାଠପଢ଼ା ହେବ।
    11ରୁ ଖୋଲିବ ବିଶ୍ୱବିଦ୍ୟାଳୟ ଓ କଲେଜ, ଜାରି ହେଲା ଗାଇଡ଼ଲାଇନ
  • କଣ୍ଟେନମେଣ୍ଟ ଜୋନରେ ରହୁଥିବା ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ କଲେଜ ମନା ।
  • ବିଶ୍ବବିଦ୍ୟାଳୟକୁ ଆସିବାକୁ ହେଲେ ମାସ୍କ ଓ ଫେସ କଭର ବାଧ୍ୟତାମୂଳକ।
  • ଶ୍ରେଣୀ ଗୃହ, ଲାଇବ୍ରେରୀ ଓ ଲାବ୍ରୋଟୋରୀରେ 6 ଫୁଟର ସାମାଜିକ ଦୂରତା ବାଧ୍ୟତାମୂଳକ । ଆବଶ୍ୟକତା ହୁଏ ତେବେ ଛାତ୍ର ଛାତ୍ରୀମାନେ କିଛି ବ୍ୟାଚରେ ବିଭକ୍ତ ହେବେ।
  • ଛେପ ପକାଇବା ନିଷେଧ ।
  • ହଷ୍ଟେଲ ଗୁଡିକ 10 ତାରିଖରୁ ଖୋଲାଯିବ। କେବଳ ପିଜି ,ପିଏଚଡ଼ି ଓ ଏମଫିଲ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯିବ।
  • କୋଭିଡ କଟକଣା ମଧ୍ୟରେ ସିଲାବସର 25 ପ୍ରତିଶତ ପାଠପଢା ହେବ ।
  • ରବିବାର ଓ ଅନ୍ୟ ଛୁଟି ଦିନ ଗୁଡିକରେ ମଧ୍ୟ ଶ୍ରେଣୀଗୃହରେ ପାଠପଢା ହେବ।
  • ସ୍ନାତକ ଓ ସ୍ନୋତକୋତ୍ତର ଛାତ୍ରଛାତ୍ରୀମାନେ କ୍ଲାସକୁ ଆସି ପାଠ ପଢିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jan 3, 2021, 6:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.