ETV Bharat / city

୨ IPS ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଗଲେ ମିଳିବ ADG ପାହ୍ୟା

author img

By

Published : Feb 4, 2021, 9:11 PM IST

ଓଡ଼ିଶା କ୍ୟାଡରର ୨ IPS ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଗଲେ ମିଳିବ ADG ପାହ୍ୟା । ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍‌ର ନିଯୁକ୍ତି କମିଟି । ଅଧିକ ପଢନ୍ତୁ...

୨ IPS ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଗଲେ ମିଳିବ ADG ପାହ୍ୟା
୨ IPS ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଗଲେ ମିଳିବ ADG ପାହ୍ୟା

ଭୁବନେଶ୍ବର: ଓଡ଼ିଶା କ୍ୟାଡରର ୨ IPS ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଗଲେ ମିଳିବ ADG ପାହ୍ୟା । ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍‌ର ନିଯୁକ୍ତି କମିଟି । IPS ସୁଧାଂଶୁ ଷଡ଼ଙ୍ଗୀ ଓ ଯୋଗେଶ ବାହାଦୁର ଖୁରାନିଆ ଏଥିରେ ତାଲିକାଭୁକ୍ତ ।

ଉଭୟ ଯୋଗେଶ ଓ ସୁଧାଂଶୁ ଓଡ଼ିଶା କ୍ୟାଡର ୧୯୯୦ ବ୍ୟାଚ୍‌ର IPS । ଯୋଗେଶ ଏବେ କେନ୍ଦ୍ରୀୟ ଡେପୁଟେସନରେ କାର୍ଯ୍ୟରତ ଥିବାବେଳେ ସୁଧାଂଶୁ ଏବେ ଟ୍ବିନ୍‌ସିଟିର ପୋଲିସ କମିଶନର ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.