ETV Bharat / city

ନୃତ୍ୟ ମାଧ୍ୟମରେ ଗୁରୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନୃତ୍ୟଶିଳ୍ପୀ - ଓଡିଶୀ ଗବେଷଣା କେନ୍ଦ୍

ଓଡିଶୀ ନୃତ୍ୟର ବିଶିଷ୍ଟ ଗୁରୁ ପଦ୍ମଶ୍ରୀ କେଳୁଚରଣ ମହାପାତ୍ରଙ୍କ 94ତମ ଜନ୍ମ ଜୟନ୍ତୀ ଅବସରରେ ଆୟୋଜିତ ଅନ୍ତରଦୃଷ୍ଟି କାର୍ଯ୍ୟକ୍ରମରେ ନିଜର ପ୍ରତିଭା ପ୍ରଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶିଳ୍ପୀ । ଅଧିକ ପଢନ୍ତୁ...

ନୃତ୍ୟ ମାଧ୍ୟମରେ ଗୁରୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନୃତ୍ୟଶିଳ୍ପୀ
ନୃତ୍ୟ ମାଧ୍ୟମରେ ଗୁରୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନୃତ୍ୟଶିଳ୍ପୀ
author img

By

Published : Jan 9, 2020, 5:11 AM IST

Updated : Jan 9, 2020, 6:52 AM IST

ଭୁବନେଶ୍ବର: ନୃତ୍ୟ ମାଧ୍ୟମରେ ଗୁରୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନୃତ୍ୟଶିଳ୍ପୀ । ଓଡିଶୀ ନୃତ୍ୟର ବିଶିଷ୍ଟ ଗୁରୁ ପଦ୍ମଶ୍ରୀ କେଳୁଚରଣ ମହାପାତ୍ରଙ୍କ 94ତମ ଜନ୍ମ ଜୟନ୍ତୀ ଅବସରରେ ଆୟୋଜିତ ଅନ୍ତରଦୃଷ୍ଟି କାର୍ଯ୍ୟକ୍ରମରେ ନିଜର ପ୍ରତିଭା ପ୍ରଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶିଳ୍ପୀ ।

ନୃତ୍ୟ ମାଧ୍ୟମରେ ଗୁରୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନୃତ୍ୟଶିଳ୍ପୀ

ସ୍ଥାନୀୟ ରବୀନ୍ଦ୍ରମଣ୍ଡପରେ ସୃଜନ, ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଏବଂ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟବାସାର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଭୟ ନବୀନ ଓ ପ୍ରବୀଣ ଶିଳ୍ପୀମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ ।

ଏକକ ଓ ଦଳଗତଭାବେ ଶିଳ୍ପୀମାନେ ଓଡ଼ିଶୀର ବିଭିନ୍ନ ବିଭାଗରେ ବେଶ ମନମୁଗ୍ଧକର ନୃତ୍ୟ ପ୍ରଦର୍ଶନ କରିଥିଲେ । ଯାହାକି ପ୍ରେକ୍ଷାଳୟରେ ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ନୃତ୍ୟମାଧ୍ୟମରେ ଗୁରୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନୃତ୍ୟଶିଳ୍ପୀ।ଓଡିଶୀ ନୃତ୍ୟର ବିଶିଷ୍ଟ ଗୁରୁ ପଦ୍ମଶ୍ରୀ କେଳୁଚରଣ ମହାପାତ୍ରଙ୍କ 94ତମ ଜନ୍ମ ଜୟନ୍ତୀ ଅବସରରେ ଆୟୋଜିତ ଅନ୍ତରଦୃଷ୍ଟି କାର୍ଯ୍ୟକ୍ରମରେ ନିଜର ପ୍ରତିଭା ପ୍ରଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶିଳ୍ପୀମାନେ।

Body:ସ୍ଥାନୀୟ ରବୀନ୍ଦ୍ରମଣ୍ଡ ଠାରେ ସୃଜନ,ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଏବଂ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟବାସା ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଭୟ ନବୀନ ଓ ପ୍ରବୀଣ ଶିଳ୍ପୀମାନେ ନୃତ୍ୟପ୍ରଦର୍ଶନ କରିଥିଲେ।ଏକକ ଓ ଦଲଗତଭାବେ ଶିଳ୍ପୀମାନେ ଓଡ଼ିଶୀର ବିଭିନ୍ନ ବିଭାଗରେ ବେଶ ଚମତ୍କୃତ ନୃତ୍ୟ ପ୍ରଦର୍ଶନ କରିଥିଲେ ।ଯାହାକି ପ୍ରେକ୍ଷାଳୟରେ ଉପସ୍ଥିତ ଦର୍ଶକଙ୍କୁ ବେଶ ମନୋରଞ୍ଜନ ର ଖୋରାକ ଯୋଗାଇଥିଲା।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ ଙ୍କ ରିପୋର୍ଟ ,ଇଟିଭି ଭାରତ।

Conclusion:
Last Updated : Jan 9, 2020, 6:52 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.