ETV Bharat / city

ବିଶ୍ବର ମଙ୍ଗଳ କାମନା କରି ସାବିତ୍ରୀ ବ୍ରତ ପାଳିଲେ କିନ୍ନର

author img

By

Published : May 30, 2022, 9:10 PM IST

ବିଶ୍ବର ମଙ୍ଗଳ କାମନା କରି ସାବିତ୍ରୀ ବ୍ରତ ପାଳିଲେ କିନ୍ନର । ଅଧିକ ପଢ଼ନ୍ତୁ

ବିଶ୍ବର ମଙ୍ଗଳ କାମନା କରି ସାବିତ୍ରୀ ବ୍ରତ ପାଳିଲେ କିନ୍ନର
ବିଶ୍ବର ମଙ୍ଗଳ କାମନା କରି ସାବିତ୍ରୀ ବ୍ରତ ପାଳିଲେ କିନ୍ନର

ଭୁବନେଶ୍ବର : ବିଶ୍ବର ମଙ୍ଗଳ କାମନା କରି ସାବିତ୍ରୀ ବ୍ରତ ପାଳିଲେ କିନ୍ନର । କିନ୍ନରମାନେ ନୂଆ ଶାଢ଼ୀ, ଶଙ୍ଖା ଆଉ ସିନ୍ଦୂର ପିନ୍ଧି ସଜେଇ ହୋଇ ବିଶ୍ୱର ମଙ୍ଗଳ କାମନା କରି ପଲାସପଲ୍ଲୀ ଠାରେ ଥିବା ବରଗଛ ଠାରେ ପୂଜା କରିଥିଲେ । ସମସ୍ତେ ମିଶି ଶଙ୍ଖ ହୁଳହୁଳି ଧୂପ ଦୀପ ନୈବେଦ୍ୟ ଅର୍ପଣ କରି ନିଜ ଗୁରୁଙ୍କ ଦୀର୍ଘାୟୁ ଜୀବନ କାମନା କରି ସାବିତ୍ରୀ ବ୍ରତ ପାଳନ କରୁଥିଲେ ।

ଏପରିକି କୋରୋନା ମହାମାରୀ ଶୀଘ୍ର ଦୂରେଇବା ସହ ସମାଜରୁ ଦୁଃଖ ହଟି ସମସ୍ତଙ୍କ ନିରୋଗ ପାଇଁ ଭଗବାଙ୍କ ପୂଜାର୍ଚ୍ଚନା କରିଥିଲେ । ସବୁ ମହିଳାଙ୍କ ସୁଖ ଜୀବନ କାମନା କରିବା ସହ ସବୁ ସାବିତ୍ରୀଙ୍କ ସ୍ୱାମୀ ଅର୍ଥାତ ପୁରୁଷ ସମାଜର ଦୀର୍ଘାୟୁ କାମନା କରିଥିଲେ । ତେବେ କିନ୍ନରମାନଙ୍କ ସ୍ୱାମୀ ନଥିବାରୁ ସେମାନେ ନିଜ ଗୁରୁଙ୍କୁ ସ୍ୱାମୀ ମାନୁଥିବାରୁ ତାଙ୍କର ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା । ତେବେ ମହାମାରୀ ପାଇଁ ଦୁଇ ବର୍ଷ ବ୍ରତ ପାଳନରେ ସମସ୍ଯା ସୃଷ୍ଟି ହେଉଥିବାବେଳେ ଏଥର ଶ୍ରଦ୍ଧା ଓ ଭକ୍ତିର ସହ ସମସ୍ତେ ମିଶି ପୂଜା କରିଥିବାରୁ ବେଶ ଖୁସିଥିବା କହିଛନ୍ତି କିନ୍ନର ମହାସଂଘର ସଭାପତି ମୀରା ପରିଡ଼ା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.