ETV Bharat / city

ନାଟକରେ ‘ନୂଆ ମୋଟର ଯାନ ଆଇନ’, ଶିକ୍ଷାନୁଷ୍ଠାନରୁ ପ୍ରୟାସ ଆରମ୍ଭ

author img

By

Published : Sep 17, 2019, 9:44 PM IST

ନାଟକ ମାଧ୍ୟମରେ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରୁଛି ଟ୍ରାଫିକ ପୋଲିସ । ପୋଲିସ ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ଏନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ନୂଆ ମୋଟର ଯାନ ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଟ୍ରାଫିକ ପୋଲିସର ସଚେତନ କାର୍ଯ୍ୟକ୍ରମ ହାତକୁ ନେଇଛି । ପ୍ରଥମେ ଚକୋଲେଟ ପରେ ଗୋଲାପ ଆଉ ଏବେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏନେଇ ଉତ୍କଳ ବିଶ୍ବବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା । ଏହି ଅବସରରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଓ ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ସହ ଅଭିନେତା ଓ ଅଭିନେତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ନାଟକ ମାଧ୍ୟମରେ କମିଶନରେଟ ପୋଲିସ କଲା ଟ୍ରାଫିକ ସଚେତନ।

ସେପ୍ଟେମ୍ବର ପହିଳାରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ପ୍ରାୟ 3 ରୁ 4 ଦିନ ପର୍ଯ୍ୟନ୍ତ ଖୁବ ଧରପଗଡ଼ ଦେଖିବାକୁ ମିଳିଥିଲା। ହେଲେ କିଛି ଦିନ ପରେ ଲୋକ ଯାହା କୁ ସେୟା । ଲୋକମାନଙ୍କୁ ସଚେତନତା କରିବା ପାଇଁ କମିଶନରରେଟ ପୋଲିସ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ସଡକ ନିୟମର ସଚେତନତା କରାଯାଉଛି। ଏକ ନାଟକ ମାଧ୍ୟମରେ ସଚେତନତା କରାଯାଇଛି।

Body:
ରାଜଧାନୀ ଭୁବନେଶ୍ୱର ରେ ବିନା ହେଲାମେଟ ଓ ସିଟ ବେଲ୍ଟ ନ ବାନ୍ଧି କେତେକ କାର ଚାଳକ ରାସ୍ତାରେ ଯାଉଛନ୍ତି। ହେଲେ ଏତେ ସବୁ ହେଲା ପରେ ବି ଲୋକମନେ ସଚେତନତା ନାହାନ୍ତି। ଲୋକମାନେ ଭୟରେ ଟ୍ରାଫିକ ପୋଲିସ ଠାରୁ ବଂଚିବା ପାଇଁ ହେଲାମେଟ ପିନ୍ଧୁଛନ୍ତି ହେଲେ ନିଜର ସୁରକ୍ଷା ପାଇଁ ପିନ୍ଧିବା କଷ୍ଟକର ହୋଇପଡୁଛି।
ବିଭିନ୍ନ ସମୟରେ ଦେଖାଦେଇଛି କିଛି ସଂସ୍ଥା ଗିଡିକ ଅଭିନବ ପ୍ରୟାସ କରି ଲୋକମାନଙ୍କୁ ସଚେତନତା କରୁଛନ୍ତି। ଯେପରିକି କିଛି ଦିନ ତଳେ ଟ୍ରାଫିକ ପୋଲିସ ଲୋକମାନଙ୍କୁ ଚକଲେଟ, ଗୋଲାପ ଫୁଲ ଦେଇ ସଚେତନତା କରିଛି। ଅନେକ ମଧ୍ୟ କିନ୍ନର ଓ ବିଭିନ୍ନ ସ୍ୱସ୍ଥା ସେବୀ ସଂସ୍ଥା ସଚେତନତା କରାଇବା ପାଇଁ ରାସ୍ତାକୁ ଓହାଇଛନ୍ତି ।
ବାରମ୍ବାର ସଚେତନତା କରାଯାଉଥିଲେ ମଧ୍ୟ କୌଣସି ଲୋକ ଏହି ନିୟମକୁ ମାନିବାକୁ ରାଜି ନାହାନ୍ତି।
ତେବେ ମଙ୍ଗଳବାର ସନ୍ଧ୍ୟାରେ ଉତ୍କଳ ବିଶ୍ଵବିଦ୍ୟାଳୟ ରେ ଅନୁଷ୍ଠିତ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ରାଫିକ ଡିସିପି ସାଗରିକା ନାଥ ଉପସ୍ଥିତ ରହିଥିବା ବେଳେ ଉତ୍କଳ ବିଶ୍ଵବିଦ୍ୟାଳୟ ର କୁଳପତି ଓ ଓଡ଼ିଆ ସିନେମା ଜଗତର ଯୁବ କଳାକାର ଶୁଭାଶିଷ ଓ ଦେବଜାନୀ ଙ୍କ ସହ ଉତ୍କଳ ବିଶ୍ଵବିଦ୍ୟାଳୟ ର ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

byte sagarika math, dcp traffic

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.