ETV Bharat / city

ରାଜ୍ୟ କଂଗ୍ରେସ ପାଳିଲା ଇନ୍ଦିରା ଗାନ୍ଧୀଙ୍କ 37 ତମ ଶ୍ରାଦ୍ଧବାର୍ଷିକୀ - death anniversary

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ 37 ତମ ଶ୍ରାଦ୍ଧବାର୍ଷିକୀ । ଏନେଇ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଛି ରାଜ୍ୟ କଂଗ୍ରେସ । ଅଧିକ ପଢନ୍ତୁ...

କଂଗ୍ରେସ ପାଳିଲା ଇନ୍ଦିରା ଗାନ୍ଧୀଙ୍କ 37 ତମ ଶ୍ରାଦ୍ଧ ବାର୍ଷିକୀ

author img

By

Published : Oct 31, 2021, 1:25 PM IST

Updated : Oct 31, 2021, 8:27 PM IST

ଭୁବନେଶ୍ବର: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ 37 ତମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କ ପରିସରରେ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ କର୍ମୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ରାଜ୍ୟ କଂଗ୍ରେସ ପାଳିଲା ଇନ୍ଦିରା ଗାନ୍ଧୀଙ୍କ 37 ତମ ଶ୍ରାଦ୍ଧବାର୍ଷିକୀ

ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତାଙ୍କର ଶାସନ କାଳରେ ବହୁ ମହତ୍ୱପୂର୍ଣ୍ଣ ନିଷ୍ପତି ନେଇଥିବା ବେଳେ ତାଙ୍କର ବରିଷ୍ଠ ନେତୃତ୍ବ ପ୍ରଦେଶ କଂଗ୍ରେସକୁ ଏକ ସ୍ୱତନ୍ତ୍ର ସ୍ଥାନରେ ଛିଡା କରିପାରିଥିଲା । ସେହି ମହିୟସୀ ମହିଳାଙ୍କ କର୍ମ ଓ ସେବା ପ୍ରତି ଥିବା ଉଦାରତା ଓ ସାହସିକତାକୁ ସାବାସୀ ଦେଇଛି ରାଜ୍ୟ କଂଗ୍ରେସ । ଏହାସହ କଂଗ୍ରେସ ଭବନ ଠାରେ ବି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Oct 31, 2021, 8:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.